ନାନପୁର ଗ୍ରାମୀଣ ମହୋତ୍ସବ: ଦେଖିବାକୁ ମିଳିଥିଲା ଗ୍ରାମୀଣ କଳା ଓ ସଂସ୍କୃତିର ଝଲକ
ଓଡିଶାର ଗାଁ ମାଟିରେ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଲୋକକଳାର ବିବିଧ ପରିଚୟ ରହିଛି । ଏହି ବିରଳ ଏବଂ ଲୁପ୍ତ ପ୍ରାୟ କଳା ସଂସ୍କୃତି ପରମ୍ପରା ପୁନରୁଥାନ ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ । ଏହି କଳାତ୍ମକ ପରିଚୟ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ । ଯାଜପୁର ଜିଲ୍ଲା…