Below header
Browsing Tag

jalaka

ବିପଦ ସଙ୍କେତ ଉପରେ ଜଳକା ନଦୀ ଜଳସ୍ତର, ଅଞ୍ଚଳବାସୀ ଆତଙ୍କିତ

ବାଲେଶ୍ୱର: ଜଳକା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଯାହାଫଳରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ ଜଳସ୍ତର। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ ୫. ୫୦ ଥିବାବେଳେ ଏବେ ବୃଦ୍ଧି ପାଇ ୬. ୪୦ ମିଟର…

ଜଳକା ପାଇଁ ଚିନ୍ତା ଘାରିଛି, ନଦୀବନ୍ଧର ଦୁର୍ବଳ ପଥର ପ୍ୟାକିଂ ୫୦ଖଣ୍ଡ ଗାଁର ଦୁଃଖ ବଢାଉଛି

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ମଧ୍ୟ ଦେଇ ପ୍ରବାହିତ ହେଉଛି ଜଳକା ନଦୀ। ବର୍ଷାଦିନେ ସାମାନ୍ୟ ବର୍ଷା ହେଲେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଥାଏ ନଦୀ। ଏଥିପାଇଁ ନଦୀବନ୍ଧରେ ପଥର ପ୍ୟାକିଂ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଅତ୍ୟନ୍ତ ନିମ୍ନମାନର ବୋଲି କହିଛନ୍ତି ସ୍ଥାନୀୟ ଲୋକେ।…