ପଞ୍ଜାବ: ଗାଡ଼ି ଚେକିଂ କରୁଥିବା ବେଳେ ପୋଲିସ କର୍ମଚାରୀଙ୍କ ଉପରେ ଚଢ଼ିଗଲା କାର୍, ଅବସ୍ଥା ଗୁରୁତର
ପଞ୍ଜାବର ଜଳନ୍ଧରରେ ଡ୍ୟୁଟି କରୁଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଜୋର୍ରେ ଧକ୍କା ଦେଇଛି ଏକ କାର୍ । କର୍ମଚାରୀ ଜଣକ ଚେକ୍ ପଏଣ୍ଟରେ ଛିଡ଼ା ହୋଇ ଡ୍ୟୁଟି କରୁଥିଲେ । ଏହି ସମୟରେ ଏକ ଦ୍ରୁତଗାମୀ କାର୍ ତାଙ୍କୁ ଜୋର୍ରେ ଧକ୍କା ଦେଇ ଖସି ପଳାଇଥିଲା । ଏଥିରେ ପୋଲିସ କର୍ମଚାରୀ ଗୁରୁତର ଆହତ…