Browsing Tag

Jaleshwar

ଜଳେଶ୍ବର ପୋଲିସକୁ ବଡ ସଫଳତା,୭ଜଣିଆ ଡକାୟତ ଗ୍ଯାଙ୍ଗ ଗିରଫ

ଜଳେଶ୍ବର : ଜଳେଶ୍ବର ପୋଲିସକୁ ବଡ ସଫଳତା । ବ୍ଯାଙ୍କ ଲୁଟ ପାଇଁ ଯୋଜନା କରୁଥିବା ବେଳେ ୭ଜଣିଆ ଡକାୟତ ଗ୍ଯାଙ୍ଗକୁ ଗିରଫ କରିଛି ପୋଲିସ । ଏହି ୭ ଜଣିଆ ଗ୍ଯାଙ୍ଗ ଗତକାଲି ବିଳମ୍ବିତ ରାତିରେ ଜଳେଶ୍ବର ଥାନା ଗୋବରଘାଟା ସ୍ଥିତ ଦଶହରା ପଡିଆ ନିକଟରେ ଏକତ୍ର ହୋଇ ଡକାୟତି ପାଇଁ ଯୋଜନା କରୁଥିଲେ।…

ଜଳେଶ୍ୱରକୁ ସବ-ଡିଭିଜନ ମାନ୍ୟତା ଦାବି : ଆଠ ଘଣ୍ଟିଆ ବନ୍ଦ ଡାକରା ଦେଲା ଯୁବଛାତ୍ର ସଙ୍ଗଠନ

ଜଳେଶ୍ୱର (କେନ୍ୟୁଜ): ସବଡିଭିଜନ ଦାବିରେ ଆଠ ଘଣ୍ଟିଆ ଜଳେଶ୍ୱର ବନ୍ଦ । ଜରୁରୀକାଳୀନ ସେବା ବ୍ୟତୀତ ଦୋକାନ ବଜା , ବସ୍ , ଟ୍ରକ ଚଳାଚଳ ବନ୍ଦ ରହଛି । ଜଳେଶ୍ୱର ଯୁବଛାତ୍ର ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସକାଳ ୭ଟାରୁ ଦିନ ୩ଟା ଯାଏ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିବ। ଏହି…