ଜଳେଶ୍ୱରକୁ ସବ-ଡିଭିଜନ ମାନ୍ୟତା ଦାବି : ଆଠ ଘଣ୍ଟିଆ ବନ୍ଦ ଡାକରା ଦେଲା ଯୁବଛାତ୍ର ସଙ୍ଗଠନ

ସବଡିଭିଜନ ଦାବିରେ ଆଠ ଘଣ୍ଟିଆ ଜଳେଶ୍ୱର ବନ୍ଦ । ଜରୁରୀକାଳୀନ ସେବା ବ୍ୟତୀତ ଦୋକାନ ବଜା , ବସ୍ , ଟ୍ରକ ଚଳାଚଳ ବନ୍ଦ ରହଛି । ଜଳେଶ୍ୱର ଯୁବଛାତ୍ର ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସକାଳ ୭ଟାରୁ ଦିନ ୩ଟା ଯାଏ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିବ।

ଜଳେଶ୍ୱର (କେନ୍ୟୁଜ): ସବଡିଭିଜନ ଦାବିରେ ଆଠ ଘଣ୍ଟିଆ ଜଳେଶ୍ୱର ବନ୍ଦ । ଜରୁରୀକାଳୀନ ସେବା ବ୍ୟତୀତ ଦୋକାନ ବଜା , ବସ୍ , ଟ୍ରକ ଚଳାଚଳ ବନ୍ଦ ରହଛି । ଜଳେଶ୍ୱର ଯୁବଛାତ୍ର ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସକାଳ ୭ଟାରୁ ଦିନ ୩ଟା ଯାଏ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିବ।

ଏହି ବନ୍ଦକୁ ସମସ୍ତେ ସମର୍ଥନ କରିବା ଆବଶ୍ୟକ ବୋଲି ଯୁବଛାତ୍ର ସଂଗଠନ ପକ୍ଷରୁ କୁହାଯାଇଛି । କାରଣ ସବଡିଭିଡନାଲ ଦାବି କାହାର ବ୍ୟକ୍ତିଗତ ସ୍ୱାର୍ଥ ନୁହେଁ ଏହା ହେଉଛି ସମୂହ ସ୍ୱାର୍ଥ । ଏହାଦ୍ୱାରା ସମସ୍ତଙ୍କୁ ସୁବିଧା ମିଳିବ । ତେଣୁ ଏହି ବନ୍ଦରେ ଦଳଗତ ନିର୍ବିଶେଷରେ ସମସ୍ତେ ସାମିଲ ହେବାକୁ ଯୁବଛାତ୍ର ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.