Below header
Browsing Tag

jammu and kashmir first women bus driver

ଜିଦ୍‌ ଆଗରେ ହାର୍‌ ମାନିଲା ପରିବାର, ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ବସ୍‌ ଡ୍ରାଇଭର ଭାବେ ଇତିହାସ ରଚିଲେ ପୂଜା ଦେବୀ

ସମାଜର ରୁଢ଼ିବାଦୀ ଚିନ୍ତାଧାରାକୁ ଚ୍ୟାଲେଞ୍ଜ କରି ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ବସ୍‌ ଡ୍ରାଇଭର ହୋଇ ଇତିହାସ ରଚିଛନ୍ତି କଠୁଆ ଜିଲ୍ଲାର ପୂଜା ଦେବୀ। ସେ ପ୍ରଥମ ମହିଳାଭାବେ ଜମ୍ମୁ-କଶ୍ମୀରରେ ବସ୍‌ ଚଳାଇଛନ୍ତି। ତିନି ପିଲାଙ୍କ ମା’ପୂଜା ଦେବୀଙ୍କ ପିଲାଦିନର ସ୍ୱପ୍ନ ଥିଲା ବଡ଼ ଗାଡ଼ି ଚଲାଇବା।…