Browsing Tag

jaundice

ଇଂଜିନିୟରିଂ କଲେଜ ହଷ୍ଟେଲରେ ଜଣ୍ଡିସ ଆତଙ୍କ, ୨୮ ଛାତ୍ର ଆକ୍ରାନ୍ତ

କେନ୍ଦୁଝର (କେନ୍ୟୁଜ) : କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ଜଣ୍ଡିସ ଆତଙ୍କ । ଜଣ୍ଡିସରେ ହଷ୍ଟେଲର ୨୮ ଜଣ ଛାତ୍ର ଆକ୍ରାନ୍ତ ଥିବା ଜଣାପଡ଼ିଛି । ହଷ୍ଟେଲରେ ପହଞ୍ଚି ୧୨ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଲା ମେଡିକାଲ ଟିମ୍ । ପାନୀୟ ଜଳର ନମୁନା ସଂଗ୍ରହ କରି ପରିସ୍ଥିତି ଉପରେ ନଜର…

ଢେଙ୍କାନାଳ: ବ୍ୟାପୁଛି ଜଣ୍ଡିସ୍, ଆତଙ୍କିତ କହ୍ନେଇପାଳ ଗାଁର ଜନସାଧାରଣ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କହ୍ନେଇପାଳ ଗାଁରେ ଜଣ୍ଡିସ ଆତଙ୍କ । ଏହି ରୋଗରେ ଗାଁର ୧୦ରୁ ଅଧିକ ଶିଶୁ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ଭୁବନ ଚିକିତ୍ସାଳୟରେ ଚିକିତ୍ସା କରାଯିବା ସହ ଦେଶୀ ଚିକିତ୍ସା କରାଯାଉଛି । ପିଲାମାନଙ୍କର ଆଖି ହଳଦିଆ ପଡ଼ିଯିବା ସହ ପେଟ ଓ ମୁଣ୍ଡ ବଥା…

ଭୁବନରେ କାୟା ମେଲାଉଛି ଜଣ୍ଡିସ୍‌, ୨୫ରୁ ଅଧିକ ଆକ୍ରାନ୍ତ

ଢେଙ୍କାନାଳ : ଭୁବନରେ କାୟା ମେଲାଉଛି ଜଣ୍ଡିସ୍‌ । ଜଣ୍ଡିସ୍‌ କବଳରେ ଏବେ ୨୫ରୁ ଅଧିକ ଆକ୍ରାନ୍ତ । ଭୁବନ ଏନଏସିରେ ବିପର୍ଯ୍ୟସ୍ତ ପରିମଳ ଓ ଦୂଷିତ ପାଣି ପାଇଁ ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି । ଏନଏସିରେ ଜଳ ଯୋଗାଣ ପାଇଁ ବିଛା ଯାଇଥିବା ପାଇପ ଜରିଆରେ ଦୂଷିତ ଡ୍ରେନ ପାଣି ମିଶି ରୋଗ…

ବୁର୍ଲାରେ କାୟା ବିସ୍ତାର କରୁଛି ଜଣ୍ଡିସ୍ , ୩୦ରୁ ଅଧିକ ଲୋକ ଆକ୍ରାନ୍ତ

ସମ୍ବଲପୁର ଜିଲ୍ଲା ବୁର୍ଲାରେ କାୟା ବିସ୍ତାର କରୁଛି ଜଣ୍ଡିସ୍ । ବିଷ୍ଣୁମନ୍ଦିର ପଡା, ମାର୍କେଟ ପଡା, ମହତାବ ନଗର ଆଦି ସ୍ଥାନରେ ୩୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ପ୍ରଶାସନ କେବଳ ବ୍ଲିଚିଂ ପକାଇବା ଛଡା ଆଉ କିଛି କରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସେମାନଙ୍କ ସହ ଅଧିକ…