Below header

ବୁର୍ଲାରେ କାୟା ବିସ୍ତାର କରୁଛି ଜଣ୍ଡିସ୍ , ୩୦ରୁ ଅଧିକ ଲୋକ ଆକ୍ରାନ୍ତ

ସମ୍ବଲପୁର ଜିଲ୍ଲା ବୁର୍ଲାରେ କାୟା ବିସ୍ତାର କରୁଛି ଜଣ୍ଡିସ୍ । ବିଷ୍ଣୁମନ୍ଦିର ପଡା, ମାର୍କେଟ ପଡା, ମହତାବ ନଗର ଆଦି ସ୍ଥାନରେ ୩୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ପ୍ରଶାସନ କେବଳ ବ୍ଲିଚିଂ ପକାଇବା ଛଡା ଆଉ କିଛି କରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସେମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର ଗୁଣମଣି ବିଶ୍ୱାଳ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.