Browsing Tag

jawad

ବାତ୍ୟା ଜଓ୍ଵାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର(କେନ୍ଯୁଜ୍): ବାତ୍ୟା ଜଓ୍ଵାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌ । ଆଜି ଆସି ପହଞ୍ଚିବେ କେନ୍ଦ୍ର ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଅନୁଧ୍ୟାନ କରିବେ । ଏହାସହ ରାଜ୍ୟ ସରକାରଙ୍କ…

ଦୁର୍ବଳ ହେଲା ଅବପାତ: ଆଜିଠୁ ରାଜ୍ୟରେ ସୁଧୁରିବ ପାଗ, ୩ରୁ ୪ଡିଗ୍ରୀ ଯାଏଁ ତଳକୁ ଖସିବ ପାରଦ

ଭୁବନେଶ୍ବର(କେନ୍ଯୁଜ୍):ଦୁର୍ବଳ ହେଲା ଅବପାତ। ପଶ୍ଚିମବଙ୍ଗ ଗଲା ଜୱାଦ୍‌। ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ମୁହାଁ ହୋଇଛି । କ୍ରମେ ଏହା ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏବେ ଏହା ଉତ୍ତର-ପଶିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ବଙ୍ଗଳାଦେଶ ଉପକୂଳରେ…

ଗୋପାଳପୁରଠାରୁ ୨୦୦ କିମି ଓ ପୁରୀଠାରୁ ୨୭୦ କିମି ଦୂରରେ ବାତ୍ୟା ‘ଜଓ୍ଵାଦ’, ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା

ଭୁବନେଶ୍ବର(କେନ୍ଯୁଜ୍):ଦୁର୍ବଳ ହେଉଛି, ଦୂରେଇ ଯାଉଛି। ଦୁର୍ବଳ ହେଲା ବାତ୍ୟା ‘ଜଓ୍ଵାଦ’। ଆଜି ଅବପାତରେ ପରିଣତ ହେବ । ଗତ ୬ ଘଣ୍ଟା ଧରି ୧୧ କିମି ବେଗରେ ଗତିକରୁଛି। ବିଶାଖାପାଟଣାଠାରୁ ୧୮୦ କିମି ଦୂରରେ ଅଛି ‘ଜଓ୍ଵାଦ’। ଗୋପାଳପୁରଠାରୁ ୨୦୦ କିମି, ପାରାଦୀପଠାରୁ ୩୬୦ ଓ ପୁରୀଠାରୁ ୨୭୦…

ପୁରୀ ଉପକୂଳରେ ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା ‘ଜଓ୍ଵାଦ’, ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିମି ରହିବ

ଭୁବନେଶ୍ବର(କେନ୍ଯୁଜ୍): ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜଓ୍ଵାଦ’ । ଆସନ୍ତାକାଲିକୁ ଦୁର୍ବଳ ହୋଇଯିବ ବାତ୍ୟା ‘ଜଓ୍ଵାଦ’। ଆଗାମୀ ୧୨ ଘଣ୍ଟା ଯାଏଁ ଉତ୍ତର ଦିଗରେ ଗତି କରିବ ବାତ୍ୟା। ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ। ପୁରୀ ଉପକୂଳରେ ପହଞ୍ଚିବା ବେଳକୁ ଦୁର୍ବଳ…

ଓଡ଼ିଶା ଉପରେ ପଡିବ ବାତ୍ୟାର ସିଧାସଳଖ ପ୍ରଭାବ: JTWC

ଭୁବନେଶ୍ବର(କେନ୍ଯୁଜ୍): ବାତ୍ୟା ଜଓ୍ଵାଦ୍‌ କେଉଁଠି ଲ୍ୟାଣ୍ଡଫଲ କରିବ, ତାରି ଉପରେ ନଜର । ଭାରତୀୟ ପାଣିପାଗ ବିଭାଗ IMD ଏପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ନେଇ କୌଣସି ସୂଚନା ଦେଇନାହିଁ । ହେଲେ ବିଭିନ୍ନ ପାଣିପାଗ ମଡେଲ ଲ୍ୟାଣ୍ଡଫଲ ନେଇ ଭିନ୍ନ ଭିନ୍ନ ଦର୍ଶାଇଛନ୍ତି । ଅନ୍ୟପଟେ ଆମେରିକାର ଜଏଣ୍ଟ…

ଦକ୍ଷିଣ-ଦକ୍ଷିଣ ପୂର୍ବ ଗୋପାଳପୁର ଠାରୁ ୮୫୦ କିଲୋମିଟର ଦୂରରେ ଡିପ୍ରେସନ୍, ଆଜି ସନ୍ଧ୍ୟାରେ ନେବ ବାତ୍ୟାର ରୂପ

ଭୁବନେଶ୍ବର(କେନ୍ଯୁଜ୍): ବଙ୍ଗୋପସାଗରରେ ଘନୀଭୂତ ହେଉଛି ଡିପ୍ରେସନ । ଆଜି ସନ୍ଧ୍ୟାରେ ବାତ୍ୟାର ରୂପ ନେବା ସମ୍ଭାବନା । ଦକ୍ଷିଣ ଦକ୍ଷିଣ ପୂର୍ବ ଗୋପାଳପୁର ଠାରୁ ୮୫୦ କିଲୋମିଟର ଦୂରରେ ରହିଛି । ପାରାଦୀପ ଠାରୁ ୯୨୦ କିଲୋମିଟର ଓ ବିଶାଖାପାଟଣାରୁ ୭୭୦ କିଲୋମିଟର ଦୂରରେ ରହିଛି । ଏହା ଉତ୍ତର…