Browsing Tag

jawed habib apologized

ମହଙ୍ଗା ପଡ଼ିଲା ଛେପ ପକାଇ ଚୁଟି କାଟିବା, ମହିଳାଙ୍କ ଏତଲା ପରେ କ୍ଷମା ମାଗିଲେ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବ୍‌

ଛେପ ପକାଇ ଚୁଟି କାଟିବା ଘଟଣା ଯୋଗୁ ବିବାଦରେ ଫସିଥିବା ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବ୍‌ କ୍ଷମା ମାଗିଛନ୍ତି। ମହିଳାଙ୍କ ଚୁଟି କାଟିବା ବେଳେ ମୁଣ୍ଡରେ ଛେପ ପକାଇବା କାରଣରୁ ବିବାଦରେ ଥିଲେ ଜାଭେଦ। ଏହି ଘଟଣା ବେଳର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ଫଳରେ…