Browsing Tag

jay Jagannath

ପୁରୀ ସିଂହଦ୍ୱାର ନିକଟରେ କାହିଁକି ପତିତପାବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀ ଜଗନ୍ନାଥ

ପୁରୀ ଶ୍ରୀମନ୍ଦିର ଭିତରେ ପଶୁ ପଶୁ କାହିଁକି ଏଇ ଛୋଟ ଘରେ ରୁହନ୍ତି ପ୍ରଭୁ ଜଗନ୍ନାଥ । ରାତିରେ ପ୍ରଭୁ ଜଗନ୍ନାଥଙ୍କ ପହଡ ପଡିବା ପରେ ସବୁ ଲୋକ ଶୋଇଗଲା ପରେ ଏବେ ବି ପ୍ରତ୍ୟେକ ଦିନ ଜଗନ୍ନାଥ ଆସନ୍ତି ସିଂହଦ୍ୱାରକୁ । ଏବେବି ପୁରୀ ପଣ୍ଡା ଯେତେବେଳେ ସକାଳୁ ଜଗନ୍ନାଥଙ୍କ ଦ୍ୱାର ଖୋଲନ୍ତି…

ଅଣସର ପିଣ୍ଡିରେ ଜ୍ୱରରେ ପୀଡିତ ମହାପ୍ରଭୁଙ୍କ ପାଇଁ ଗଲା ଫଳ ଭାର

ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଏକ ଶାସ୍ତ୍ରୀୟ ପରମ୍ପରା ଜ୍ୱଳନ୍ତ ନିଦର୍ଶନ । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଏହାକୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ପୈାରାଣିକ ଗାଥା ଅନୁୁଯାୟୀ…

ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତସେବା, ଆଜି ଷଷ୍ଠ ଦିନରେ ମହାପ୍ରଭୁଙ୍କୁ ଲାଗି ହେବ ଓଷ

ପୁରୀ(କେନ୍ଯୁଜ୍): ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତସେବା । ଆଜି ଷଷ୍ଠ ଦିନରେ ମହାପ୍ରଭୁଙ୍କୁ ଓଷ ବା ଔଷଧ ଲାଗି କରାଯିବ। ଗତକାଲି ଅନବସର ପଞ୍ଚମୀ ତିଥିରେ ଶ୍ରୀବିଗ୍ରହଙ୍କୁ ଫୁଲୁରୀ ତେଲ ଲାଗି କରାଯାଇଥିଲା। ଫୁଲୁରୀ ତେଲ ଓ ଓଷ ଲାଗି ପରେ ଜ୍ୱରରେ ପୀଡିତ ଥିବା ମହାପ୍ରଭୁ ସୁସ୍ଥ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି: ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀଜିଉଙ୍କ…

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମାଘ ଶୁଳ୍କ ଷଷ୍ଠ ତିଥିରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ…

ଆଜିଠୁ ଆହୁରି ସହଜ ହେବ ଜଗା ଦର୍ଶନ, ବଡଦାଣ୍ଡରେ ଥିବା ୧କିଲୋମିଟର ବ୍ୟାରିକେଡକୁ ହଟାଇଲା ପ୍ରଶାସନ

ପୁରୀ: ଆଜିଠୁ ଆହୁରି ସହଜ ହେବ ଜଗା ଦର୍ଶନ। ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ବ୍ୟାରିକେଡକୁ ଛୋଟ କରାଯାଇଛି। ବଡଦାଣ୍ଡରେ ଥିବା ୧କିଲୋମିଟର ବ୍ୟାରିକେଡକୁ ପ୍ରଶାସନ ହଟାଇ ଦେଇଛି। ଆଜିଠାରୁ ମରିଚକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ…