Below header
Browsing Tag

jaypur murder case

ପ୍ରେମରେ ଧୋକା ପାଇବା ପରେ କିନ୍ନର ମହିଳାଙ୍କୁ ଗଳା ଚିପି ହତ୍ୟା

ରାଜସ୍ଥାନର ଜୟପୁରରେ ପ୍ରେମିକ, ପ୍ରେମରେ ଧୋକା ପାଇବା ପରେ ଜଣେ କିନ୍ନର ମହିଳାଙ୍କୁ ଗଳା ଚିପି ହତ୍ୟା କରିଛି । ନିଜ ଦୁଇଜଣ ସାଥିଙ୍କ ସହ ମିଶି ଗଳା ଚିପି ହତ୍ୟା କରିଲା ଓ ପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲା । ଏହି ଘଟଣା ଜୟପୁରର କାନୋତା ଥାନା ଅଞ୍ଚଳର ପାପଡ ଗ୍ରାମରେ ଘଟିଛି । ୨୯…

ଜମିଜମା ବିବାଦ ଆଗରେ ଭୁଲିଗଲେ ରକ୍ତ ସମ୍ପର୍କ : ବିଚ୍ ରାସ୍ତାରେ ସାନଭାଇର ଖଣ୍ଡା ଚୋଟରେ ଗଲା ବଡଭାଇର ଜୀବନ

ଜୟପୁର: ଜମିଜମା ବିବାଦରୁ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ସାନଭାଇର ଖଣ୍ଡା ଚୋଟରେ ବଡଭାଇର ଗଲା ଜୀବନ। ମିଳିଥିବା ଖବର ମୁତାବକ, ସାନଭାଇ ଲକ୍ଷ୍ମଣ ହରିଜନ ବଡଭାଇ ଦଶରଥ ହରିଜନକୁ ଖଣ୍ଡାରେ ହାଣି ହତ୍ୟା କରିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜୟପୁରର କୋଟପାଡ଼ ବ୍ଲକ ସଶାହାଣ୍ଡି…

ଜୟପୁର : ରାଜନଗରରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ୩ ଅଭିଯୁକ୍ତ ଗିରଫ

ଜୟପୁର : ଗତ ୨୫ ତାରିଖରେ ରାଜନଗରରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ୍ । ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଛତିଶଗଡର ହୋଇଥିବା ବେଳେ ଜଣେ ଜୟପୁର ଧୋବସାହିର ବୋଲି ଜଣାପଡିଛି । ତେବେ ଘଟଣାର ମୁଖ୍ଯ ଅଭିଯୁକ୍ତ ବିକାଶ…