Browsing Tag

JDS joins NDA

ଏନଡିଏରେ ମିଶିଲା ଜେଡିଏସ୍‌, ଦକ୍ଷିଣରେ ବିଜେପିର ବଢ଼ିଲା ପ୍ରଭାବ

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ପୁଣି ଏକ କାର୍ଡ ଖେଳିଛି । ଏଚଡି କୁମାରସ୍ୱାମୀଙ୍କ ଜେଡିଏସ (ଜନତାଦଳ ସିକୁଲାର) ଏନଡିଏ ସହ ହାତ ମିଳାଇଛି । ବଢ଼ିଲା ଏନଡିଏର କଳେବର । ଅର୍ଥାତ ଆଗାମୀ ନିର୍ବାଚନ ଉଭୟ ମିଳିତ ଭାବେ ଲଢ଼ିବେ । ଗତ କିଛି ଦିନ ଧରି ଜେଡିଏସ ମିଶ୍ରଣ ନେଇ…