Browsing Tag

JEE 2020

ବ୍ରହ୍ମପୁରରେ ଜେଇଇ ମେନ୍‌ ପରୀକ୍ଷା ଦେବାକୁ ପିପିଇ କିଟ୍‌ ପିନ୍ଧି ଆସିଲେ କରୋନା ପଜିଟିଭ୍‌ ଛାତ୍ର

ବ୍ରହ୍ମପୁର: ବ୍ରହ୍ମପୁରରେ ଜେଇଇ ମେନ୍‌ ପରୀକ୍ଷା ଦେବାକୁ ପିପିଇ କିଟ୍‌ ପିନ୍ଧି ଆସିଲେ କରୋନା ପଜିଟିଭ୍‌ ଛାତ୍ର । ଆମ୍ବୁଲାନ୍ସ ଯୋଗେ ଆସି ପରୀକ୍ଷା କେନ୍ଦ୍ରରେ ପହଂଚିଥିଲେ । ଆମ୍ବୁଲାନ୍‌ସରେ ଆସି ସିଧାସଳଖ ପରୀକ୍ଷା କେନ୍ଦ୍ରକୁ ପେରବେଶ କରିଥିଲେ। ବ୍ରହ୍ମପୁରରେ ଜେଇଇ ମେନ୍‌ ପରୀକ୍ଷା…

ଜେଇଇ ମେନ୍‌ ପରୀକ୍ଷାର ଆଜି ଦ୍ୱିତୀୟ ଦିନ, କୋଭିଡ୍‌ ସ୍ଥିତିକୁ ଦେଖି ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଜେଇଇ ମେନ୍‌ ପରୀକ୍ଷାର ଆଜି ଦ୍ୱିତୀୟ ଦିନ । କୋଭିଡ କଟକଣା ଭିତରେ ଗତକାଲିଠୁ ଆରମ୍ଭ ହୋଇଛି ପରୀକ୍ଷା । ରାଜ୍ୟର ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ୭ଟି ସହରର ୨୬ଟି ସେଣ୍ଟର କରାଯାଇଛି । ଦୁଇଟି ସିଫ୍‌ଟି ପରୀକ୍ଷା ହେଉଛି । କୋଭିଡ୍‌ ସ୍ଥିତିକୁ ଦେଖି ରାଜ୍ୟ…

NEET ଓ JEE ପରୀକ୍ଷା ହେଉଥିବା ସହରରେ ଲାଗୁ ହେବନି ସଟ୍‌ଡାଉନ ଓ ଲକ୍‌ଡାଉନ, କଟକଣା ଲାଗୁ ନ କରିବାକୁ SRCଙ୍କ…

ଭୁବନେଶ୍ବର: NEET ଓ JEE ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧା । ପରୀକ୍ଷା ହେଉଥିବା ସହରରେ ଲାଗୁ ହେବନି ସଟ୍‌ଡାଉନ ଓ ଲକ୍‌ଡାଉନ । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ଓ ସେପ୍ଟେମ୍ବର ୧୨ରୁ ୧୪ ଯାଏ କଟକଣା କୋହଳ କରାଯିବ। କଟକଣା ଲାଗୁ ନ କରିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧ରୁ ୭…