ମହାକାଶରେ ଇତିହାସ, ପ୍ରଥମ ବିନା ପାଇଲଟ୍ ରକେଟ୍ରେ ବୁଲି ଫେରିଲେ ଆମାଜନ୍ ପ୍ରତିଷ୍ଠାତା
ମହାକାଶରୁ ବୁଲି ଏଇ କିଛି ସମୟ ପୂର୍ବରୁ ପୃଥିବୀକୁ ଫେରିଛନ୍ତି ଆମାଜନ୍ର ପ୍ରତିଷ୍ଠାତା ଜେଫ୍ ବେଜୋସ୍ । ନିଜ ରକେଟ୍ କମ୍ପାନୀ ବ୍ଲୁ ଅରିଜିନ୍ ଦ୍ୱାରା ନିର୍ମିତ ପ୍ରଥମ ରକେଟ୍ରେ ସେ ମହାକାଶ ଭ୍ରମଣ କରି ଫେରିଛନ୍ତି । ବିନା ପାଇଲଟ୍ରେ ଏହି ରକେଟ୍ ମହାଶୂନ୍ୟରେ ଭ୍ରମଣ କରିଥିଲା ।…