Below header
Browsing Tag

jharsuguda airport

ଖୁବଶୀଘ୍ର ଝାରସୁଗୁଡ଼ାରୁ ଉଡ଼ିବ ବିମାନ

ଭୁବନେଶ୍ବର (କେନ୍ୟୁଜ୍) : ଦେଶର ପ୍ରମୁଖ ୬ଟି ସହରକୁ ଉଡ଼ିବ ବାଣିଜ୍ୟିକ ବିମାନ। ଉଡ଼ାଣ -୩ ଯୋଜନାରେ ଝାରସୁଗୁଡ଼ାରୁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ରାୟପୁର, କୋଲକାତା ଓ ଭୁବନେଶ୍ୱରକୁ ବିମାନ ଉଡ଼ିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସ୍ପାଇସ ଜେଟ, ଟର୍ବୋ ଏୟାର ଓ…

ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ, ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ…

ଝାରୁସୁଗୁଡ଼ା : ଶେଷରେ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେଲା ଝାରୁସୁଗୁଡ଼ା ବିମାନବନ୍ଦର । ଏନେଇ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି । ଏ ବାବଦରେ ଓଡ଼ିଆରେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ । ଓଡ଼ିଶାବାସୀଙ୍କୁ ସେ…

ଝାରସୁଗୁଡ଼ା, ବାତିଲ୍ ହେବ ଏୟାର ଓଡ଼ିଶା ଲାଇସେନ୍ସ

ଝାରସୁଗୁଡ଼ା (କେନ୍ୟୁଜ୍) : ବାତିଲ୍ ହେବ ଏୟାର ଓଡ଼ିଶା ଲାଇସେନ୍ସ । ଝାରସୁଗୁଡ଼ା ବିମାନବନ୍ଦର ପାଇଁ ଆଉ ଥରେ ଟେଣ୍ଡର ହେବ । ଏ ନେଇ ସ୍ପାଇସଜେଟ୍‌ ବିମାନ କର୍ତ୍ତୃପକ୍ଷଙ୍କ ସମେତ ବିଭିନ୍ନ କମ୍ପାନୀ ସହ ଆଲୋଚନା ଚାଲିଛି । ଝାରସୁଗୁଡ଼ାରୁ ଅନ୍ୟ ରାଜ୍ୟକୁ ଉଡ଼ାଣ ନେଇ କଥାବାର୍ତ୍ତା ହୋଇଛି ।…

ଝାରସୁଗଡ଼ା ବିମାନବନ୍ଦରକୁ ନେଇ ଟଣାଓଟଣା

ଝାରସୁଗୁଡ଼ା(କେନ୍ଯୁଜ୍) : ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପଣ ଉତ୍ସବ ପୂର୍ବରୁ ଶ୍ରେୟ ପାଇଁ ଚାଲିଛି ରାଜନୀତି । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଝାରସୁଗଡ଼ା ବିମାନବନ୍ଦର ଲୋକାର୍ପଣ ସଂପର୍କିତ ପୋଷ୍ଟରରେ କେବଳ ପ୍ରଧାନମନ୍ତ୍ରୀଙ୍କ ନାଁକୁ ରଖିଛି । ସେପଟେ…

ଝାରସୁଗୁଡା ବିମାନ ବନ୍ଦର ଉଦଘାଟନକୁ ନେଇ ଆଜି ଦ୍ୱିତୀୟ ପର୍ଯ୍ୟାୟର ସମୀକ୍ଷା

ଝାରସୁଗୁଡା (କେନ୍ଯୁଜ୍) : ବିମାନ ବନ୍ଦର ଉଦଘାଟନକୁ ନେଇ ଆଜି ଦ୍ୱିତୀୟ ପର୍ଯ୍ୟାୟର ସମୀକ୍ଷା । ପରିଦର୍ଶନ କରିଛନ୍ତି, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଧାୟିକା ରାଧାରାଣୀ ପଣ୍ତ ଓ ଏଆରପୋର୍ଟ ଅଧ୍ୟକ୍ଷ ଗୁରୁ ପ୍ରଶାଦ ମହାପାତ୍ର ଏବଂ ପରିଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ…

ଝାରସୁଗୁଡା : ବିମାନବନ୍ଦର ଉଡାଣ ପାଇଁ ପ୍ରସ୍ତୁତ

ଝାରସୁଗୁଡା (କେନ୍ୟୁଜ୍) : ବିମାନବନ୍ଦରର ସମସ୍ତ କାମ ଶେଷ ହୋଇଛି । ଏହା କାର୍ଯ୍ୟକ୍ଷମ ହେବାକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ଝାରସୁଗୁଡା ବିମାନବନ୍ଦର କାର୍ଯ୍ୟର ସମୀକ୍ଷା ପରେ ସେ ଏହି ସୂଚନା ଦେଇଛନ୍ତି । ଆସନ୍ତା ୨୨ ତାରିଖରେ…

ବଦଳିଲା ଝାରସୁଗୁଡ଼ା ବିମାନ ବନ୍ଦର ଉଦଘାଟନ ତାରିଖ

ଝାରସୁଗୁଡ଼ା(କେନ୍ୟୁଜ୍) : ଘୁଞ୍ଚିଲା ଝାରସୁଗୁଡ଼ା ବିମାନ ବନ୍ଦରର ଉଦଘାଟନ ତାରିଖ। ଆସନ୍ତା ୨୧ତାରିଖରେ ଝାରସୁଗୁଡା ବିମାନ ବନ୍ଦରରୁ ବିମାନ ଚଳାଚଳ କରିବ ବୋଲି ଧାଯ୍ୟର୍ ହୋଇଥିଲା । ମାତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ପର ସପ୍ତାହେ ଧରି ଶୋକ ପାଳନ…

ଅଗଷ୍ଟ ୨୧ରେ ହେବ ଝାରସୁଗୁଡ଼ା ବିମାନ ବନ୍ଦର ଉଦଘାଟନ

ଝାରସୁଗୁଡ଼ା : ଝାରସୁଗୁଡ଼ା ବିମାନ ବନ୍ଦର ଅଗଷ୍ଟ ୨୧ରୁ ଆରମ୍ଭ ହେବାକୁ ଯାଉଛି। ପୂର୍ବରୁ ଏୟାର ବସ୍ 320 ପାଇଁ ଝାରସୁଗୁଡ଼ା ବିମାନ ବନ୍ଦରକୁ ମିଲିଲା 4C ବର୍ଗର ଲାଇସେନ୍ସ। ଡିଜିସିଏ ତରଫରୁ ଏହି ଲାଇସେନ୍ସ ଝାରସୁଗୁଡ଼ା ବିମାନ ବନ୍ଦରକୁ ମିଳିଛି। ଏୟାର ବସ୍ 320 ଚଳାଚଳ ପାଇଁ ଏହି ଲାଇସେନ୍ସ…

ଝାରସୁଗୁଡ଼ା ବିମାନବନ୍ଦର ନାମକରଣକୁ ନେଇ ରାଜନୀତି

ଝାରସୁଗୁଡ଼ା : ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଉ । ଗତ ଜୁନ୍‌ ମାସରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । ରାଜ୍ୟସଭାରେ ଉଠିଥିଲା ଏହି ପ୍ରସଙ୍ଗ । କେନ୍ଦ୍ର ବେସାମରିକ…