ଝାରସୁଗୁଡ଼ା ଉପନିର୍ବାଚନ; ଦିନ ୧ ଟା ସୁଦ୍ଧା ୪୧.୨୬ ପ୍ରତିଶତ ଭୋଟିଂ
ଝାରସୁଗୁଡ଼ା (କେନ୍ୟୁଜ): ଭୋଟ୍ ଦେଉଛି ଝାରସୁଗୁଡ଼ା । କଡ଼ା ସୁରକ୍ଷା ଭିତରେ ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟଗ୍ରହଣ । ଦିନ ୧ଟା ସୁଦ୍ଧା ୪୧.୨୬ ପ୍ରତିଶତ ମତଦାନ ହୋଇଥିଲା । ଦିନ ବଢ଼ିବା ସହ ବୁଥ୍ ମୁହାଁ ହେଉଛନ୍ତି ଭୋଟର । ଦୁଇଟି ପୋଲିଂ ବୁଥ୍ରେ…