Browsing Tag

johannesburg test

ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ସହଜରେ ହାତେଇଲା ସାଉଥ ଆଫ୍ରିକା, ସିରିଜ ୧-୧ରେ ବରାବର

ଜୋହାନ୍ସବର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ସହଜରେ ଜିତିନେଇଛି ସାଉଥଆଫ୍ରିକା। ଟିମ୍‌ ଇଣ୍ଡିଆର ଅପରାଜେୟ ଧାରା ଭାଙ୍ଗିଛି ସାଉଥ ଆଫ୍ରିକା। ସାଉଥ ଆଫ୍ରିକା ଡିନ୍ ଏଲଗାରଙ୍କ ଦମଦାର ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି। ଏହି…

ରୋମାଞ୍ଚକର ସ୍ଥିତିରେ ଦ୍ୱିତୀୟ ଟେଷ୍ଟ, ସାଉଥ ଆଫ୍ରିକାକୁ ୨୪୦ ରନର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଭାରତ ପ୍ରଥମ ଇନିଂସରେ ୨୦୨ ରନ୍‌ କରି ଅଲଆଉଟ୍‌ ହୋଇଥିଲା। କିନ୍ତୁ ଭାରତର ଘାତକ ବୋଲିଂକୁ ସାମ୍ନା କରିନପାରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୨୯ ରନ୍ କରି ଅଲଆଉଟ୍ ହୋଇଥିଲା। ପ୍ରଥମ…

ଜୋହାନ୍ସବର୍ଗ ଦ୍ୱିତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିନ, ଅସମାପ୍ତ ୩୫ରନରୁ ଖେଳ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା

କେନ୍ଯୁଜ୍: ଜୋହାନ୍ସବର୍ଗ ଦ୍ୱିତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିନ । ଗତକାଲିର ଅସମାପ୍ତ ୩୫ରନରୁ ଖେଳ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା । ଘରୋଇ ଦଳ ଗୋଟିଏ ଓ୍ଵିକେଟ ହରାଇଛି । ଗତକାଲି ଦକ୍ଷିଣ ଆଫ୍ରିକା ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଭାରତ ପ୍ରଥମ ଇନିଂସରେ ୨୦୨ ରନ୍‌ରେ ଅଲଆଉଟ୍‌…