Below header
Browsing Tag

Juel oram

ରାଉରକେଲା ବିଜେପି ପାର୍ଟି ଅଫିସରେ ଯୁବତୀଙ୍କ ଲଙ୍କାକାଣ୍ଡ, ଜୁଏଲ ଓରାମ ଅଶ୍ଲୀଳ ବ୍ୟବହାର କରିଥିବା ଅଭିଯୋଗ

ସୁନ୍ଦରଗଡ଼(କେନ୍ୟୁଜ୍): କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ବିବାଦ ନଥମୁଣୁ ପୁଣି ବିବାଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ନିଜ ଦଳର ଜଣେ ଯୁବନେତ୍ରୀଙ୍କୁ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଯାହାର ଏକ ଅଡିଓ କ୍ଲିପ୍ ଭାଇରାଲ ହେବାରେ ଲାଗିଛି। ଜୁଏଏଙ୍କ ଅଶ୍ଲୀଳ…

ଆସନ୍ତାକାଲି ସାଂସଦ ଜୁଏଲ ଓରାମଙ୍କ ଝିଅଙ୍କ ବିବାହ, ବାସଭବନରେ ମୂତୟନ ହୋଇଛନ୍ତି ପ୍ରଶାସନ, ପୋଲିସ୍‌ ଏବଂ ଅଗ୍ନିଶମ…

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ସାଂସଦ ଜୁଏଲ ଓରାମଙ୍କ ଝିଅଙ୍କ ବିବାହ । ଏନେଇ ଚଳଚଞ୍ଚଳ କେନ୍ଦୁଡିହି ଗାଁ । ଜୁଏଲ ଓରାମଙ୍କ ବାସଭବନରେ ମୂତୟନ ହୋଇଛନ୍ତି ପ୍ରଶାସନ, ପୋଲିସ୍‌ ଏବଂ ଅଗ୍ନିଶମ ବିଭାଗ । ଏହା ସହ ଅତିଥିଙ୍କ ଯିବାଆସିବା ପାଇଁ ନିର୍ମାଣ ହୋଇଛି ୪ଟି ହେଲିପ୍ୟାଡ । ଆଜି ନବୀନ…

ଗୋଟିଏ ଫ୍ରେମରେ ଦୁଇ ପ୍ରତିଦ୍ବନ୍ଦ୍ବୀ : ହସଖୁସିରେ ଏକାଠି ବସି କଥା ହେଲେ ଜୁଏଲ୍‌ ଓ ସୁନୀତା

ଗୋଟିଏ ଫ୍ରେମରେ ଜୁଏଲ ଓରାମ ଓ ସୁନୀତା ବିଶ୍ୱାଳ । ବିଜେପି ପ୍ରାର୍ଥୀ ଜୁଏଲଙ୍କ ପାଖ ଚେୟାରରେ ବିଜେଡି ପ୍ରାର୍ଥିନୀ ସୁନୀତା । ଜୁଏଲ ଓରାମଙ୍କ ପାଖ ଚେୟାରରେ ଅନ୍ୟ ଜଣେ ଲୋକ ବସିଥିଲେ । ତାଙ୍କୁ ଉଠାଇ ସୁନିତାଙ୍କୁ ବସିବାକୁ କହିଥିଲେ ଜୁଏଲ । ଉଭୟଙ୍କ ମଧ୍ୟରେ ହସଖୁସି କଥାବର୍ତ୍ତା ।…