ଆସନ୍ତାକାଲି ସାଂସଦ ଜୁଏଲ ଓରାମଙ୍କ ଝିଅଙ୍କ ବିବାହ, ବାସଭବନରେ ମୂତୟନ ହୋଇଛନ୍ତି ପ୍ରଶାସନ, ପୋଲିସ୍‌ ଏବଂ ଅଗ୍ନିଶମ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ସାଂସଦ ଜୁଏଲ ଓରାମଙ୍କ ଝିଅଙ୍କ ବିବାହ । ଏନେଇ ଚଳଚଞ୍ଚଳ କେନ୍ଦୁଡିହି ଗାଁ । ଜୁଏଲ ଓରାମଙ୍କ ବାସଭବନରେ ମୂତୟନ ହୋଇଛନ୍ତି ପ୍ରଶାସନ, ପୋଲିସ୍‌ ଏବଂ ଅଗ୍ନିଶମ ବିଭାଗ । ଏହା ସହ ଅତିଥିଙ୍କ ଯିବାଆସିବା ପାଇଁ ନିର୍ମାଣ ହୋଇଛି ୪ଟି ହେଲିପ୍ୟାଡ । ଆଜି ନବୀନ ଜିନ୍ଦଲ ଏବଂ ପତ୍ନୀ ହେଲିକପ୍ଟର ଯୋଗେ ଆସି ଜୁଏଲ୍‌ ଓରାମଙ୍କ ଝିଅକୁ ଆଶୀର୍ବାଦ ଦେଇଥିଲେ । ତେବେ ଆସନ୍ତାକାଲି ବିବାହ ଉତ୍ସବରେ ଅନେକ ନେତା ମନ୍ତ୍ରୀ ଯୋଗ ଦେବେ । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

 

Leave A Reply

Your email address will not be published.