ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜେଇ, ବିଲ୍ କରାଇବାକୁ ୧୯ ହଜାର ଟଙ୍କା ନେଉଥିଲେ ଲାଞ୍ଚ
ଖୋର୍ଦ୍ଧା : ଭିଜିଲାନ୍ସ ଜାଲରେ ଜେଇ । ଭିଜିଲାନ୍ସ ଜାଲରେ ବୋଲଗଡ଼ କନିଷ୍ଠ ଯନ୍ତ୍ରୀ ନୃସିଂହନାଥ ପ୍ରଧାନ । ୧୯ ହଜାର ୨ ଶହ ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ନୟାଗଡ଼ ଭିଜିଲାନ୍ସ । ଖଙ୍ଗୁରିଆ ପଞ୍ଚାୟତ ଗବଡି ଗାଁର ଏକ ସାସଂଦ ପାଣ୍ଠି କୋଠଘର କାମ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ…