Below header
Browsing Tag

jupiter retrograde

ଶନିଙ୍କ ପରେ ଓଲଟା ଚଳନ କରିବେ ଗୁରୁ, ଏହିସବୁ ରାଶିର ବ୍ୟକ୍ତିତ୍ୱଙ୍କୁ ମିଳିବ ଲାଭ

ଧନ, ସୁଖ, ସମୃଦ୍ଧି ଦେଉଥିବା ଗୁରୁ ଗ୍ରହ ଓଲଟା ଚଳନ କରିବାକୁ ଯାଉଛନ୍ତି। ଆସନ୍ତାକାଲିରୁ ମୀନ ରାଶିରେ ବକ୍ରି ହେବେ ଗୁରୁ। ଗୁରୁ ଗ୍ରହ ୧୩ ଏପ୍ରିଲ ୨୦୨୨ରେ ମୀନ ରାଶିରେ ଗୋଚର କରିଥିଲେ। ଗୁରୁ ଓଲଟା ଚଳନ ଚଳିବା ଯୋଗୁଁ କେତେକ ରାଶି ଉପରେ ଶୁଭ ଏବଂ ଖରାପ ପ୍ରଭାବ ପଡିବ। କିନ୍ତୁ ଗୁରୁ ମୀନ…

ମୀନ ରାଶିରେ ବକ୍ରୀ ହେବେ ବୃହସ୍ପତି, ଏହି ରାଶିର ଲୋକଙ୍କ ଉପରେ ହେବ ଧନବର୍ଷା, ଜାଣନ୍ତୁ କେବେ

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଗ୍ରହ ନକ୍ଷତ୍ରରେ ହେଉଥିବା ରାଶି ପରିବର୍ତ୍ତନ ସିଧା ପ୍ରଭାବ ମାନବ ଜୀବନ ଉପରେ ପଡିଥାଏ । ଗ୍ରହଙ୍କ ରାଶି ପରିବର୍ତ୍ତନ କିଛି ରାଶିଙ୍କ ଜୀବନରେ ଖୁସୀ ଆଣିଥାଏ ତ କାହା ରାଶିରେ ଦୁଃଖ ଆଣିଥାଏ । ଆଗାମୀ ୨୯ ଜୁଲାଇରୁ ବୃହସ୍ପତି ମୀନ ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି…

ବୃହସ୍ପତିଙ୍କ ରାଶି ପରିବର୍ତ୍ତନରେ ଜାଣନ୍ତୁ କେଉଁ ରାଶିରେ କ’ଣ ପଡ଼ିବ ପ୍ରଭାବ

ଦେବଗୁରୁ ବୃହସ୍ପତି ୫ ଅପ୍ରେଲ ୨୦୨୧ ମଙ୍ଗଳବାରରେ ରାଶି ପରିବର୍ତ୍ତନ କରିଥିଲେ । ଏହି ସମୟରେ ବୃହସ୍ପତି ମକର ରାଶିରୁ କୁମ୍ଭ ରାଶିକୁ ଗୋଚର ପ୍ରକାରେ ଗତି କରିଥିଲେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦେବଗୁରୁ ବୃହସ୍ପତି ୪ମାସ ରହି ରାଶି ପରିବର୍ତ୍ତନ କରିଥାନ୍ତି । ୨୦ ଜୁନରେ ଗୁରୁ ବୃହସ୍ପତି…