Browsing Tag

justice bobde

ଜଷ୍ଟିସ ଶରଦ ଅରବିନ୍ଦ ବୋବଡ଼େ ହୋଇପାରନ୍ତି ସୁପ୍ରିମ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

ସୁପ୍ରିମ କୋର୍ଟର ବରିଷ୍ଠ ଜର୍ଜ ଜଷ୍ଟିସ ଶରଦ ଅରବିନ୍ଦ ବୋବଡ଼େ ହୋଇପାରନ୍ତି  ସୁପ୍ରିମ କୋର୍ଟର ଆଗାମୀ ମୁଖ୍ୟ ବିଚାରପତି । ବର୍ତ୍ତମାନର ପ୍ରଧାନ ବିଚାର ପତି ରଞ୍ଜନ ଗୋଗୋଇ ଜଷ୍ଟିସ ବୋବଡ଼େଙ୍କ ନାମ ସୁପାରିଶ କରିଛନ୍ତି । ୨୦୧୩ ମସିହାରେ ସେ ସୁପ୍ରିମ କୋର୍ଟର ବିଚାରପତି ହୋଇଥିଲେ । ଦେଶର ବହୁ…