Browsing Tag

kabadi championship

୬୯ତମ ରାଜ୍ଯସ୍ତରୀୟ ସିନିଅର ପୁରୁଷ ଓ ମହିଳା କବାଡି ଚମ୍ପିଆନସିପ ଉଦଯାପିତ, ପୁରୁଷ ବର୍ଗରେ କଟକ ଦଳ ଓ ମହିଳା ବର୍ଗରେ…

ସୁନ୍ଦରଗଡ (କେନ୍ଯୁଜ): ରାଜ୍ଯ କବାଡି ସଂଘ, ଜିଲ୍ଲା କ୍ରୀଡା ସଂସଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ଯରେ ସୁନ୍ଦରଗଡରେ ଚାଲିଥିବା ୬୯ ତମ ରାଜ୍ଯସ୍ତରୀୟ ସିନିଅର ପୁରୁଷ ଓ ମହିଳା କବାଡି ଚମ୍ପିଆନସିପ ଉଦଯାପିତ ହୋଇଯାଇଛି।  ସୁନ୍ଦରଗଡ ମାଦ୍ରିକାଲୋ ପଡିଆରେ ଏହି ଚମ୍ପିଆନସିପ ୩ ଦିନ ଧରି…

ଯାଜପୁର: ଉଦଯାପିତ ହେଲା ଜୋନସ୍ତରୀୟ ଆନ୍ତଃମହାବିଦ୍ୟାଳୟ ପୁରୁଷ କବାଡି ପ୍ରତିଯୋଗିତା, ମୁଗୁପାଳକୁ ହରାଇ ଯାଜପୁର…

ଯାଜପୁର(କେନ୍ୟୁଜ୍): ଉଦଯାପିତ ହୋଇଯାଇଛି ଜାରକା ଷ୍ଟାଡିୟମରେ ଦୁଇ ଦିନ ଧରି ଚାଲିଥିବା ଜୋନସ୍ତରୀୟ ଆନ୍ତଃମହାବିଦ୍ୟାଳୟ ପୁରୁଷ କବାଡି ପ୍ରତିଯୋଗିତା। ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଉପେନ୍ଦ୍ରନାଥ ସାରଦା ମହାବିଦ୍ୟାଳୟ ମୁଗୁପାଳକୁ ପରାସ୍ତ କରି ଯାଜପୁରର ଚିତ୍ତାଳୋ ମହାବିଦ୍ୟାଳୟ ଚାମ୍ପିଅନ…