Browsing Tag

kakara

ଘରେ ବନାଇ ଖାଆନ୍ତୁ ଟେଷ୍ଟି କ୍ରିସ୍ପି ସୁଜି କାକରା

ଏବେ ତ ସମସ୍ତେ ଲକଡାଉନ ପାଇଁ ଘରେ ରହୁଛନ୍ତି। ସମସ୍ତେ ଘରେ ରହିଲେ ପାଟି ସବୁବେଳେ ଚାଲିଥାଏ ଅର୍ଥାତ ସବୁବେଳେ କିଛି ନା କିଛି ଖାଇଥାଉ। ତେବେ ଆଜି ତାହେଲେ ଆସନ୍ତୁ ଶିଖିବା ସୁଜି କାକରା। ଯାହା ଆପଣଙ୍କୁ ଏକଦମ ଏକ ନୂଆ ସ୍ୱାଦ ଦେବା। ଆବଶ୍ୟକ ସାମଗ୍ରୀ: ସୁଜି - ୨ କପ ଚିନି - ୨ ଚାମଚ…