Browsing Tag

kalicharan maharaj

ମହଙ୍ଗା ପଡ଼ିଲା ଜାତିର ପିତା ମହାତ୍ମାଗାନ୍ଧିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେବା, ଗିରଫ ହେଲେ କାଳିଚରଣ ମହାରାଜ

ରାୟପୁର: ମହଙ୍ଗା ପଡ଼ିଲା ଜାତିର ପିତା ମହାତ୍ମାଗାନ୍ଧିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେବା । ଗିରଫ ହେଲେ କାଳିଚରଣ ମହାରାଜ । ତାଙ୍କୁ ଖଜୁରାହୋରୁ ରାୟପୁର ପୋଲିସ ଗିରଫ କରିଛି । କାଳିଚରଣଙ୍କ ନାଁରେ ରାୟୁପୁରର ଦୁଇଟି ଥାନାରେ ମାମଲା ରୁଜୁ ହୋଇଥିଲା । ତାଙ୍କୁ ଗିରଫ କରାଯାଇଥିବା ନେଇ…