Browsing Tag

kandhamal girl

ପ୍ରଥମ ମହିଳା ଫ୍ଲାଇଂ ଅଫିସର ଭାବେ ଭାରତୀୟ ବାୟୁସେନାରେ ଯୋଗ ଦେଲେ ଓଡ଼ିଆ ଝିଅ ସାଇ ପ୍ରଣୀତା

କନ୍ଧମାଳ: କନ୍ଧମାଳ ପାଇଁ ଗୌରବ ଆଣିଦେଇଛନ୍ତି ସାଇ ପ୍ରଣୀତା । ପ୍ରଥମ ମହିଳା ଫ୍ଲାଇଂ ଅଫିସର ଭାବେ ଭାରତୀୟ ବାୟୁସେନାରେ ଯୋଗ ଦେଇଛନ୍ତି ୨୭ବର୍ଷର ଓଡ଼ିଆ ଝିଅ ସାଇ ପ୍ରଣୀତା। ଫୁଲବାଣୀ ସଦର ମହକୁମା କେନ୍ଦୁପଦର ସାହିରେ ସାଇ ପ୍ରଣୀତାଙ୍କ ଘର । କହିରଖିବା ଉଚିତ ହେବକି ସାଇଙ୍କ ଜେଜେବାପା…