Browsing Tag

kandhmal

ଓଡିଶା ବଜାରରେ କସମ ଏକ ପରିଚିତ ନାଁ କେମିତି ହେଲା, ଜାଣନ୍ତୁ କଣ ଏହି କସମ

କନ୍ଧମାଳ (କେନ୍ୟୁଜ) : ଓଡିଶା ବଜାରରେ କସମ ଏକ ପରିଚିତ ନାଁ । ହଳଦୀ,ସୋରିଷ,ମସଲା ଜାତୀୟ ଦ୍ରବ୍ଯ,ମହୁ ଓ ବନ୍ୟ ଜାତ ଦ୍ରବ୍ଯକୁ ରାଜ୍ଯ ତଥା ରାଜ୍ଯ ବାହାରକୁ ରପ୍ତାନି କରି ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇପାରିଛି। କନ୍ଧମାଳ ଚାଷୀଙ୍କ ଠାରୁ ଉଚିତ ଦାମରେ କଞ୍ଚାମାଲ କିଣି ସେଗୁଡିକୁ ପୋଷେସିଙ୍ଗ…

ବିଶ୍ବ ଆରୋଗ୍ୟ ଚେତନା ସମିତିର ନିଆରା ପଦକ୍ଷେପ, ମହାମାରୀ କରୋନାରୁ ବର୍ତ୍ତିବା ଓ ସରକାରଙ୍କୁ ସହଯୋଗ ପାଇଁ ପୋଷ୍ଟର…

କନ୍ଧମାଳ(କେନ୍ୟୁଜ୍):  ମାରତ୍ମକ କରୋନାରୁ ବର୍ତ୍ତିବା ପାଇଁ ନିଆରା ସଚେତନତା। ମାଓବାଦୀଙ୍କୁ ଏହି କରୋନାରୁ ରକ୍ଷା ପାଇଁ ଓ ସରକାରଙ୍କୁ ଏହି ଘଡି ସନ୍ଧି ମୁହୂର୍ତ୍ତରେ ସହଯୋଗ କରିବା ପାଇଁ ପୋଷ୍ଟର ମାଧ୍ୟମରେ ବର୍ତ୍ତା ଦେଇଛନ୍ତି ବିଶ୍ଵ ଆରୋଗ୍ୟ ଚେତନା ସମିତି ସଙ୍ଗଠନ। କନ୍ଧମାଳ ଜିଲ୍ଲା…