ପାଣ୍ଡିଆନଙ୍କ ସଂପର୍କରେ ଭୁଲ ଖବର ପ୍ରକାଶ ପାଇଁ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର କ୍ଷମାପ୍ରାର୍ଥନା
ପାଣ୍ଡିଆନଙ୍କ ସଂପର୍କରେ ଭୁଲ ଖବର ପ୍ରକାଶ ପାଇଁ ଜାତୀୟ ଗଣମାଧ୍ୟମ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର କ୍ଷମାପ୍ରାର୍ଥନା। ଭୁଲ ଖବର ପ୍ରକାଶ ନେଇ ଦୁଃଶ ପ୍ରକାଶ କରିବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛି । ଏହା ସହ ସାମ୍ବାଦିକ ସାହିଦ ଫରିଦି ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି। କିଛି ସୂତ୍ର…