Browsing Tag

kartika bada osha

କାର୍ତ୍ତିକ ମାସରେ’ଆକାଶ ଦୀପ’ର ପରମ୍ପରା

କାକଟପୁର: ମାସ ମଧ୍ୟରେ ଶ୍ରେଷ୍ଠ ଏବଂ ଧର୍ମ ମାସ ଭାବରେ  କାର୍ତ୍ତିକ ମାସକୁ ଗ୍ରହଣ କରାଯାଇଥାଏ । ଏହି କାର୍ତ୍ତିକ ମାସ ପୂଣ୍ୟର ମାସ ବୋଲି ବିଭିନ୍ନ ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ୍ୟ କରାଯାଇଛି  । ଏଥିପାଇଁ ହିନ୍ଦୁ ଧର୍ମାଲମ୍ବୀ ଲୋକମାନେ ବିଶେଷ ଭାବରେ ଏହି ମାସରେ ବିଭିନ୍ନ ଧର୍ମ କାର୍ଯ୍ୟ…

ବଡ଼ ଓଷାରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହୁଏ ପ୍ରିୟ ଗଜ ଭୋଗ, ଏହାକୁ ନେଇ ରହିଛି ଏକ ପୌରାଣିକ କାହାଣୀ 

ବଡ଼ଓଷା ଓଡ଼ିଶାରେ ପାଳିତ ଏକ ପାରମ୍ପରିକ ଓଷା । ଯାହାକି ଦେବ ଦେବ ମହାଦେବଙ୍କ ପାଇଁ ରଖାଯାଏ। ଏହା କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଏ । ଏହିଦିନ ଧବଳେଶ୍ୱର ପୀଠରେ ବିଶେଷ ପୂଜା ଅନୁଷ୍ଠାନ କରାଯାଏ ଓ ଧବଳେଶ୍ୱର ବଡ଼ସିଂହାର ରୂପରେ ଦର୍ଶନ ଦିଅନ୍ତି । ଏନେଇ…

ଧବଳେଶ୍ୱର ପୀଠରେ ନଭେମ୍ବର ୪ ରୁ ୮ ପର୍ଯ୍ୟନ୍ତ ଚାଲିବ ପଞ୍ଚୁକ ବ୍ରତ, ୬ରେ ପାଳନ ହେବ ବଡ଼ଓଷା

ଆଠଗଡ଼ (କେନ୍ୟୁଜ୍): ନଭେମ୍ବର ୪ ରୁ ୮ ପର୍ଯ୍ୟନ୍ତ ଚାଲିବ ପଞ୍ଚୁକ ବ୍ରତ । ଆଠଗଡ଼ ଧବଳେଶ୍ୱର ପୀଠରେ ୬ ତାରିଖରେ ବଡ଼ଓଷା ପାଳନ ହେବ । ଏନେଇ କଟକ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସ୍ୱାସ୍ଥ୍ୟ,ପରିମଳ, ଟ୍ରାଫିକ ଓ…

ଆଜି କାର୍ତ୍ତିକମାସ ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥି: ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ(କେନ୍ଯୁଜ୍): ଆଜି କାର୍ତ୍ତିକମାସ ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥି। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଡିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ। ଅବକାଶ ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କ ଏହି ବେଶ ଆରମ୍ଭ ହୋଇଥାଏ। ପୁଷ୍ପାଳକ ସେବାୟତମାନେ ଏହି ବେଶ ସମ୍ପାଦନ କରିଥାନ୍ତି। ଆଡିକିଆ…

ଆଜି ହେଉଛି ପବିତ୍ର ବଡଓଷା: ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

ଆଠଗଡ(କେନ୍ଯୁଜ୍): ଆଜି ହେଉଛି ପବିତ୍ର ବଡଓଷା। ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ତେବେ କରୋନା କଟକଣା ପାଇଁ ପୀଠରେ ୧୪୪ ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ । କେବଳ ପୂଜକ ସମିତି ପକ୍ଷରୁ ରୀତିନୀତି ଚାଲିଛି । ଭୋର ୪ ଟାରୁ ପହଡ ଖୋଲିବା ପରେ ସ୍ୱତନ୍ତ୍ର ଭାବେ ପ୍ରଥମେ…