Below header
Browsing Tag

katik month

ସୁବର୍ଣ୍ଣପୁରର ମୁଖ୍ୟ ନିଆଁମଡ଼ା ଯାତ୍ରା, ଯେଉଁଠି ମନସ୍କାମନା ପୂର୍ଣ୍ଣ ପାଇଁ ନିଆଁ ଉପରେ ଚାଲିଥାନ୍ତି ଅନେକ ଶ୍ରଦ୍ଧାଳୁ

ଯନ୍ତ୍ର ମନ୍ତ୍ର ଓ ତନ୍ତ୍ରର ପୀଠ ସୁବର୍ଣ୍ଣପୁର । ଏଠାରେ ତନ୍ତ୍ର ପଦ୍ଧତିରେ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ।ଏଠାକାର ସ୍ୱତନ୍ତ୍ର ପରାମ୍ପରା ଯାହା ରହିଛି ଅନ୍ୟଠୁ ସବୁଠୁ ଭିନ୍ନ। ନିଆଁମଡ଼ା ପର୍ବ ଏଠାକାର ମୁଖ୍ୟ ପର୍ବ। ଯାହାକି ଚଳିତ କାର୍ତ୍ତିକ ମାସରେ ପାଳନ କରାଯାଏ। ଅଙ୍ଗାରରେ…

କାର୍ତ୍ତିକ ମାସରେ ଏହି ଉପାୟ ଦୂର କରିବ ଆପଣଙ୍କ ଦୁର୍ଭାଗ୍ୟ, ଜାଣନ୍ତୁ ଏହା ପାଇଁ କଣ କରିବେ

କାର୍ତ୍ତିକ ମାସ ଚାଲୁଛି। ଏହି ମାସ ପୂଜା ପାଠ ପାଇଁ ବହୁତ ପୂଣ୍ୟ ମାସ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ମାସରେ ବହୁତ ବଡ ମହତ୍ତ୍ୱ ରହିଛି। ଏହି ମାସରେ ତୁଳସୀକୁ ପୂଜା କରାଯାଏ ଏବଂ ଏମିତି କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି ଧାରଣା ରହିଛି। କେବଳ ଏତିକି ନୁହେଁ ଆପଣ…