Below header
Browsing Tag

katrina vicky honeymoon destination

ହନିମୁନ୍‌ରୁ ଫେରିଲେ ବିକ୍କି ଏବଂ କ୍ୟାଟ୍ରିନା, ଦେଖିବାକୁ ମିଳିଲା ଭିନ୍ନ ଅନ୍ଦାଜ

ବିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ ଛୁଟି କଟାଇ ଫେରିଛନ୍ତି। ଫେରିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଭିନ୍ନ ଲୁକ୍‌ରେ ନଜର ଆସିଥିଲେ। ଫେରିବା ବେଳେ ଦୁହେଁ ପରସ୍ପର ହାତ ଧରି ଆସୁଥିବା ନଜର ଆସିଥିଲେ। ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଦୁହେଁ ଛୁଟି କାଟି ବହୁତ କ୍ଲାନ୍ତ ଥିବା ନଜର…

ବିବାହ ପରେ ହନିମୁନ୍ ପାଇଁ ଏହି ସ୍ଥାନକୁ ଯିବେ ଭିକ୍କି ଓ କ୍ୟାଟ୍ରିନା, ଲିକ୍ ହେଲା ସବୁ ସିକ୍ରେଟ୍

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ତା ପରେ ସାତ ଜନ୍ମ ପାଇଁ ପରସ୍ପରର ହୋଇଯିବେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍। ଆସନ୍ତା କାଲି ଭିକ୍କିଙ୍କ ହାତ ଧରିବେ କ୍ୟାଟ୍। ଏଥିପାଇଁ ପ୍ରସ୍ତୁତି ବି ଶେଷ ହୋଇଛି। କ୍ୟାଟ୍ରିନାଙ୍କ ପରିବାର ଲୋକ ବିବାହରେ ଯୋଗ ଦେବାକୁ ଭାରତରେ ଆସି ପହଞ୍ଚିଛନ୍ତି।…