Below header
Browsing Tag

kedarnath

ଶିବ ଭକ୍ତଙ୍କ ପାଇଁ ଖୁସି ଖବର, ମେ’୬ରୁ ପୁଣି ଖୋଲିବ କେଦାରନାଥ ଧାମ

ଉତ୍ତରାଖଣ୍ଡର ହିମାଳୟ ଶିଖର ସ୍ଥିତ ଭଗବାନ ଶିବଙ୍କ ପୀଠ କେଦାରନାଥ ଧାମର କପାଟ ୬ ମେ’ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ଏ ନେଇ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତିର ଜନସମ୍ପର୍କ ଅଧିକାରୀ ହରିଶ ଗୌଡ଼ ସୂଚନା ଦେଇଛନ୍ତି। ଓଁକାରେଶ୍ୱର ମନ୍ଦିରରେ ମହାଶିବରାତ୍ରି ପାଳନ ଅବସରରେ ଆୟୋଜିତ…

କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୪୦୦କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ

କେନ୍ଯୁଜ୍: କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪୦୦କୋଟିରୁ ଅଧିକ ଟଙ୍କା ପ୍ରୋଜେକ୍ଟର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ପ୍ରଥମ କେଦାରନାଥରେ ମୋଦିଙ୍କ ଐତିହାସିକ କାର୍ଯ୍ୟକ୍ରମ ଦେଖିବାକୁ ବିଭିନ୍ନ ଶିବ ମନ୍ଦିରରେ ବ୍ୟବସ୍ଥା କରାଯାଇଛି। ପ୍ରଥମେ…

କେଦାରନାଥ ଓ ବଦ୍ରିନାଥରେ ପ୍ରବଳ ବରଫପାତ ପରେ ବଦଳିଲା ପାଣିପାଗ, ଦେଖନ୍ତୁ ମନମୋହକ ଦୃଶ୍ୟ

ଭାରତବର୍ଷର ସବୁ ରାଜ୍ୟରେ ଏବେ ଅଲଗା ଅଲଗା ପାଣିପାଗ ରହିଛି। ଗୋଟେ ପଟେ ଉତ୍ତର ଭାରତର କେତେକ ରାଜ୍ୟରେ ନିଆଁ ବର୍ଷା ହେଉଥିବା ବେଳେ ଅନ୍ୟପଟେ ଉତ୍ତରାଖଣ୍ଡରେ ପାଣିପାଗ ବଦଳିଛି। ଭାରି ବରଫପାତ ଯୋଗୁ ବଦ୍ରିନାଥ ଧାମର ପରିବେଶ ବେଶ୍‌ ଆକର୍ଷଣୀୟ ଲାଗୁଛି। ସୂର୍ଯ୍ୟଙ୍କ ଝାପ୍‌ସା କିରଣ ସହ ଭଗବାନ…

ଏହି ଦିନ ଲୁପ୍ତ ହୋଇଯିବ କେଦାରନାଥ ଧାମ, ସ୍ୱର୍ଗକୁ ଫେରିଯିବେ ଗଙ୍ଗା

ଦେଶର ପ୍ରମୁଖ ଧାମ ମଧ୍ୟରେ କେଦାରନାଥ ଅନ୍ୟତମ। ମହାଦେବର ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଏହା ଗୋଟିଏ। ହିମାଳୟ ଶିଖରରେ ସ୍ଥିତ ଦେବଦେବ ମହାଦେବଙ୍କ ଏହି ପୁଣ୍ୟକ୍ଷେତ୍ରକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ସମୁଦ୍ରତଟରୁ ପ୍ରାୟ ୩,୫୫୩ ମିଟର ଉଚ୍ଚତାରେ କେଦାରନାଥ…

ପୁଣି ଥରେ କେଦାରନାଥରେ ହୋଇପାରେ ପ୍ରଳୟ, ମୃତ୍ୟୁର ତାଣ୍ଡବ ରଚିପାରେ ଏହି ହ୍ରଦ

୧୬ ଜୁନ୍ ୨୦୧୩  । ୬ ବର୍ଷ ତଳେ ଦେବସ୍ଥଳ କେଦାରନାଥ ଘାଟିରେ ଘଟିଥିଲା ଭୟଙ୍କର ପ୍ରଳୟ । ଗଛରୁ ଶୁଖିଲା ପତ୍ର ଝଡିଲା ପରି ଅକାଳରେ ଝଡି ପଡିଥିଲା ହଜାର ହଜାର ଶ୍ରଦ୍ଧାଳୁଙ୍କ ଜୀବନ । ସେହି କାଳ ରାତିରେ ହୋଇଥିବା ମୃତ୍ୟୁରତାଣ୍ଡବରେ ଚାଲି ଯାଇଥିଲା ୩୮୮୬ ଜଣ ଶ୍ରଦ୍ଧାଳୁଙ୍କ ଜୀବନ । ଭୟଙ୍କର…