Below header
Browsing Tag

kerala

କେରଳ: NCB ଓ ଭାରତୀୟ ନୌସେନାର ସବୁଠୁ ବଡ଼ ଅପରେସନ୍‌, ୧୨ ହଜାର କୋଟିର ୨୫୦୦ କିଲୋ ଡ୍ରଗ୍ସ ଜବତ

କେରଳରେ ଏନ୍‌ସିବି ଓ ଭାରତୀୟ ନୌସେନାର ମିଳିତ ଅପରେସନ୍‌ରେ ୧୨ ହଜାର କୋଟିର ଡ୍ରଗ୍ସ ଜବତ କରାଯାଇଛି। ଚଢ଼ାଉ ବେଳେ ୨୫୦୦ କିଲୋ ମେଥାମ୍‌ଫେଟାମାଇନ୍‌ ଡ୍ରଗ୍ସ ଜବତ ହୋଇଥିବା ସୂତ୍ରରୁ ଜଣାପଡ଼ିଛି। ଏକକାଳୀନ ଏତେ ପରିମାଣରେ ମେଥାମ୍‌ଫେଟାମାଇନ୍‌ ଡ୍ରଗ୍ସ ମିଳିବା ଦେଶରେ ପ୍ରଥମ ଘଟଣା। ନୌସେନା…

ବିନା ହେଲମେଟରେ ମହିଳା ବନ୍ଧୁଙ୍କ ସହିତ ସ୍କୁଟିରେ ବୁଲୁଥିଲେ ଯୁବକ, ପତ୍ନୀଙ୍କ ପାଖକୁ ଆସିଲା ଗାଡିର ଚାଲାଣ ଏବଂ ଫଟୋ

ହେଲମେଟ୍‌ ନ ନେଇ ରାସ୍ତାରେ ଗାଡି ଧରି ବୁଲୁଥିଲେ ଯୁବକ । ଏବେ ହୋଇପାରେ ଛାଡପତ୍ର । ଏମିତି ଅଜବ ଘଟଣା ଘଟିଛି କେରଳରେ । ଟ୍ରାଫିକ ନିୟମ ନ ମାଳି ସମସ୍ୟାରେ ପଡିଛନ୍ତି ଯୁବକ । ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ନୁହେଁ ବରଂ ମହିଳା ବନ୍ଧୁଙ୍କୁ ପଛରେ ଧରି ବୁଲୁଥିବାରୁ ହଇରାଣରେ ପଡିଛନ୍ତି । ଆଉ…

ଆସନ୍ତାକାଲିଠୁ କେରଳରେ ଚାଲିବ ଓ୍ଵାଟର ମେଟ୍ରୋ, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

କେନ୍ୟୁଜ୍‌(ବ୍ୟୁରୋ): ପାଣିରେ ଚାଲିବ ମେଟ୍ରୋ । ଏବେ ଧାରଣା ବଦଳରେ ପାଣିରେ ଦୌଡ଼ିବ ମେଟ୍ରୋ । ଦେଶରେ ପ୍ରଥମ ଥର ପାଇଁ ଓ୍ଵାଟର ମେଟ୍ରୋର ଶୁଭାରମ୍ଭ ହେବାକୁ ଯାଉଛି । କେରଳରେ ଏହି ମେଟ୍ରୋ ସେବାର ଶୁଭାରମ୍ଭ ହେବ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଚୀରେ ସବୁଜ ପତାକା ଦେଖାଇ…

ମୋଦିଙ୍କୁ ଆତ୍ମଘାତୀ ଆକ୍ରମଣ ପାଇଁ ଧମକ ଦେଇଥିବା ଯୁବକ ଗିରଫ, ପଡୋଶୀଙ୍କୁ ଫସାଇବା ପାଇଁ ଲେଖିଥିଲେ ଚିଠି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ଧମକ ଦେଇଥିବା ଯୁବକଙ୍କୁ ଗିରଫ କରିଛି ପୋଲିସ । କେରଳ ପୋଲିସ ଶନିବାର ରାତିରେ ଯୁବକଙ୍କୁ ଗିରଫ କରିଛି । ଆସନ୍ତାକାଲି ମୋଦି କେରଳ ଗସ୍ତରେ ଯିବେ। ଅଭିଯୁକ୍ତ ଜେଭିୟର ନିଜ ପଡୋଶୀଙ୍କୁ ବ୍ୟକ୍ତିଗତ ଝଗଡା ଯୋଗୁଁ ଫସାଇବା…

ଟ୍ରେନ ଭିତରେ ଯାତ୍ରୀଙ୍କୁ ପେଟ୍ରୋଲ ଢାଳି ଜାଳିଦେଲା ଦୃର୍ବୁତ୍ତ: ୩ ମୃତ, ୯ ଗୁରୁତର

କେରଳର କୋଝିକୋଡିରେ ଟ୍ରେନ ଭିତରେ ଘଟିଛି ଭୟଙ୍କର ଘଟଣା। ସାମାନ୍ୟ ପାଟିତୁଣ୍ଡ ଯୋଗୁଁ ଚଳନ୍ତା ଟ୍ରେନରେ ସହଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଇଛି ଜଣେ ଯୁବକ। ଫଳରେ ଛୋଟ ପିଲା ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି । ନିଆଁ ଲଗାଇବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଅଭିଯୁକ୍ତ। ଟ୍ରେନ ବଗିରେ ନିଆଁ…

ପରୀକ୍ଷଣ ସମୟରେ ALH ଧ୍ରୁବ ହେଲିକାପ୍ଟର କଲା ଜରୁରୀ ଅବତରଣ, ଟଳିଗଲା ବଡ଼ ଦୁର୍ଘଟଣା

ଭାରତୀୟ ତଟରକ୍ଷୀ ବାହିନୀର ALH ଧ୍ରୁବ ହେଲିକାପ୍ଟର ରବିବାର କେରଳର କୋଚିରେ ଜରୁରୀକାଳୀନ ଅବତରଣ କରିଛି। ରିପୋର୍ଟ ମୁତାବକ, ALH ଧ୍ରୁବ ମାର୍କ ଥ୍ରୀ ଏକ ଟେଷ୍ଟିଂ ଉଡ଼ାଣ ସମୟରେ ୨୫ ଫୁଟ ଉଚ୍ଚରେ ଥିଲା। ଏହି ସମୟରେ ହେଲିକାପ୍ଟରକୁ ହଠାତ୍ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ଭାରତୀୟ…

ବିବାହ ପୋଷାକ ପିନ୍ଧି ପରୀକ୍ଷା ଦେବାକୁ ପହଞ୍ଚିଲେ କନ୍ୟା; ଲୋକେ କହିଲେ, ‘ଏହା କେବଳ ଏକ ପବ୍ଲିସିଟି ଷ୍ଟଣ୍ଟ…’

ବିବାହ ଋତୁରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ କନ୍ୟା ବିବାହ ପୋଷାକରେ ପରୀକ୍ଷା ଦେବାକୁ ପହଞ୍ଚିଥିବା ଦେଖିବାକୁ ମିଳିଛି। କନ୍ୟା ଜଣକ ନିଜ ବିବାହ ପୋଷାକ ଉପରେ ଲ୍ୟାବ କୋଟ…

କେରଳ: ଶିଶୁ ଜନ୍ମ ଦେବା ପରେ ସମଲିଙ୍ଗୀ ଯୋଡ଼ି ବଢ଼ାଇଲେ ସରକାରଙ୍କ ଚିନ୍ତା; ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାବି କଲେ ଏହି…

କେରଳରେ ଏକ ଟ୍ରାନ୍ସଜେଣ୍ଡର ଦମ୍ପତିଙ୍କ ଅନୁରୋଧ କ୍ରମେ ସରକାରଙ୍କୁ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଦମ୍ପତି ନିକଟରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଏବେ ସେମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଟ୍ରାନ୍ସ ପିତାଙ୍କୁ ଜନ୍ମ ରେକର୍ଡରେ ଶିଶୁର ବାପା ବୋଲି ପରିଚୟ ଦେବାକୁ ଅନୁରୋଧ…

ଦୁଇବର୍ଷରୁ ଅଧିକ ସମୟ ଜେଲରେ ରହିବା ପରେ ମୁକୁଳିଲେ କେରଳ ସାମ୍ବାଦିକ ସିଦ୍ଦିକି କପ୍ପନ, ହାତରସ୍‌ ଘଟଣା ସମୟରେ…

ଦୁଇବର୍ଷରୁ ଅଧିକ ସମୟ ଜେଲରେ ଥିବା କେରଳ ସାମ୍ବାଦିକ ସିଦ୍ଦିକି କିପ୍ପନ୍‌ ଜେଲରୁ ମୁକୁଳିଛନ୍ତି । ଆତଙ୍କବାଦୀ ସଂଗଠନ ସହିତ ସଂପୃକ୍ତି ଥିବା ଅଭିଯୋଗରେ ଉତ୍ତରପ୍ରଦେଶରେ ଗିରଫ ହୋଇଥିଲେ ସାମ୍ବାଦିକ । ୨୦୨୦ ଅକ୍ଟୋବରେ କପ୍ପନଙ୍କ ସହିତ ଅନ୍ୟ ୩ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଲକ୍ଷ୍ନୌ…

କେରଳ : ନାବାଳିକା ଝିଅକୁ ଦୁଷ୍କର୍ମ ଏବଂ ଗର୍ଭବତୀ କରିବା ଅପରାଧରେ ବାପାକୁ ତିନିଥର ଆଜୀବନ କାରାଦଣ୍ଡାଦେଶ

ଝିଅକୁ ଦୁଷ୍କର୍ମ ଏବଂ ଗର୍ଭବତୀ କରିବା ଅପରାଧରେ ବାପାକୁ ତିନିଥର ଆଜୀବନ କାରାଦଣ୍ଡାଦେଶ । ଖବରଟି ଆପଣଙ୍କୁ ନିଶ୍ଚିତ ବିଚଳିତ କରିପାରେ । କିନ୍ତୁ ଏମିତି ଘଟଣା ଘଟିଛି କେରଳର ମାଲାପୁରମ ଅଞ୍ଚଳରେ । ନିଜ ନାବାଳିକା ଝିଅ ସହ ବାରମ୍ବାର ଦୁଷ୍କର୍ମ କରିବା ଏବଂ ତାକୁ ଗର୍ଭବତୀ କରିବା ଅପରାଧରେ…

ଅଭିନେତ୍ରୀ ଅମାଲା ପଲ୍‌ଙ୍କୁ ହିନ୍ଦୁ ମନ୍ଦିରରେ ପ୍ରବେଶ ପାଇଁ ମିଳିଲାନି ଅନୁମତି, ଧାର୍ମିକ ଭେଦଭାବ ନେଇ ଅଭିଯୋଗ

ସାଉଥ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଅମାଲା ପଲ୍‌ଙ୍କୁ କେରଳ ହିନ୍ଦୁ ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି କି, ଧାର୍ମିକ ଭେଦଭାବ ଯୋଗୁଁ ମନ୍ଦିରର ଅଧିକାରୀ ତାଙ୍କୁ କେରଳର ଏର୍ଣ୍ଣାକୁଲମର ତିରୁବେରାନିକୁଲମ ମହାଦେବ ମନ୍ଦିରରେ ପ୍ରବେଶ…

ବଳି ଚଢ଼ାଇ ମଣିଷ ମାଂସ ଖାଇଥିଲେ କେରଳ ଦମ୍ପତି! ଦୁଇ ମହିଳାଙ୍କୁ ମାରି କରି ଦେଇଥିଲେ ୫୬ ଖଣ୍ଡ; ଏମିତି ଖୁଲାସା କଲା…

କେରଳରେ ନର ବଳି ମାମଲା ସାମ୍ନାକୁ ଆସିବା ପରେ ଏଠାରେ କୋକୁଆ ଭୟ ସୃଷ୍ଟି ହୋଇଛି। ବୁଧବାର ପୋଲିସ ଏହି ମାମଲାର ରହସ୍ୟ ଉନ୍ମୋଚନ କରିଛି। ପୋଲିସ ସୂଚନା ମୁତାବକ, ଏଠାରେ ଏକ ଦମ୍ପତି ଗୁଣିଗାରେଡ଼ି କରି ଦୁଇ ମହିଳାଙ୍କୁ ବଳି ଦେବା ପରେ ମୃତଦେହକୁ ୫୬ ଖଣ୍ଡ କରି କାଟି ଦେଇଥିଲେ। କୋଚ୍ଚି କମିଶନର…