Browsing Tag

khandagiri accident

ଭୁବନେଶ୍ୱର ଖଣ୍ଡଗିରି ନିକଟରେ ମାଲ ବୋଝେଇ ଟ୍ରଲର ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ମୃତ, ହେଲପର ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ନିକଟରେ ମାଲ ବୋଝେଇ ଟ୍ରଲର ଦୁର୍ଘଟଣା। ଡ୍ରାଇଭରର ମୃତ୍ୟୁ ହୋଇଥିବାବେଳେ ହେଲପର ଗୁରୁତର। ଆଜି ସକାଳୁ ମାଲ ବୋଝେଇ ଟ୍ରଲର ଖୋର୍ଦ୍ଧା ଆଡୁ ଭୁବନେଶ୍ୱର ଆସୁଥିଲା । ଖଣ୍ଡଗିରି ଓଭର ବ୍ରିଜ ନିକଟ ହମ୍ପସ୍‌ରେ ବ୍ରେକ ମାରିଥିଲେ ଡ୍ରାଇଭର । ଫଳରେ ଗାଡିରେ…