Below header
Browsing Tag

kidney broker

ଗୋଟେ ପରେ ଗୋଟେ ଖୋଲୁଛିି କିଡନୀ ଠକ ହିମାଂଶୁ ନନ୍ଦର କଳା କାରନାମା, ଏବେ ଅଫିସରେ ଚାଲିଛି ରେଡ୍

ଭୁବନେଶ୍ୱର(କେ ନ୍ୟୁଜ):  ଗୋଟେ ପରେ ଗୋଟେ ହୋଇ ଖୋଲୁଛିି କିଡନୀ ଠକ ହିମାଂଶୁ ନନ୍ଦର କଳା କାରନାମା | ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସୁଛି । ଆଜି ହିମାଂଶୁ ନନ୍ଦର ଅଫିସରେ ରେଡ୍‌ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଉତ୍ତରା ଛକ ନିକଟରେ ସେ ଅଫିସ କରିଥିଲା । ସେଠାରେ ଚଢ଼ାଉ ବେଳେ କିଛି…

କୋର୍ଟ ଚାଲାଣ ହେଲା କିଡ୍‌ନୀ ଦଲାଲ ହିମାଂଶୁ ନନ୍ଦ, ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ଠକି ନେଇଥିଲା ୫ଲକ୍ଷରୁ ଅଧିକ ଟଙ୍କା

ଭୁବନେଶ୍ୱର: କୋର୍ଟ ଚାଲାଣ ହେଲା କିଡ୍‌ନୀ ଦଲାଲ ହିମାଂଶୁ ନନ୍ଦ। ଭୁବନେଶ୍ୱର ନୟାପଲ୍ଲୀ ପୋଲିସ ଗତକାଲି ହିମାଂଶୁଙ୍କୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି। କିଡନୀ ଯୋଗାଇଦେବାକୁ କହି ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ୫ଲକ୍ଷ ୫୦ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ତାକୁ ଗିରଫ…