Below header
Browsing Tag

kiis help

କିସ୍ ଛାତ୍ରୀଙ୍କୁ ଶୀତ ବସ୍ତ୍ର ବଣ୍ଟନ, ଯୋଗାଇ ଦେଲେ କିଟ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

କିସ୍ ଛାତ୍ରୀଙ୍କୁ ଶୀତ ବସ୍ତ୍ର, ସ୍ବେଟର ଓ ଟୋପି ବଣ୍ଟନ। କଳାହାଣ୍ଡି ଭବାନୀପାଟଣା ନିକଟ ବାଦଲି କିସ ଶାଖାରେ ଛାତ୍ରୀଙ୍କୁ ଶୀତ ପୋଷାକ ବଣ୍ଟନ କରାଯାଇଛି। ଶୀତର ଆଗମନ ପାଇଁ କନ୍ଧମାଳ ସାଂସଦ ତଥା କିଟ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହାକୁ ଯୋଗାଇ ଦେଇଛନ୍ତି। ଏଠାରେ ଶିକ୍ଷାଲାଭ…

ଆନନ୍ଦପୁର: ଚାରି ବେସାହାରା ଶିଶୁଙ୍କର ଶିକ୍ଷା ଓ ସୁରକ୍ଷା ନିମନ୍ତେ ସହଯୋଗର ହାତ ବଢ଼ାଇଲା କିସ୍

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକର ବୀଣାପାଟିଆ ଗାଁର ଚାରି ଅସହାୟ ଶିଶୁଙ୍କର ଶିକ୍ଷା ଓ ସୁରକ୍ଷା ନିମନ୍ତେ ସହଯୋଗର ହାତ ବଢ଼ାଇଚି କିସ୍। ଅସହାୟ ଶିଶୁ ମାନଙ୍କ ବାପା ରବୀନ୍ଦ୍ର ଏକ ହତ୍ୟା ଜନିତ ମାମଲାରେ ଦୋଷୀ ସାବ୍ଯସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ବେଳେ ମା ସେହି…