Below header
Browsing Tag

kiit champion

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା: କିସ୍‌ ଛାତ୍ରୀ ସ୍ନେହା ସୋରେନଙ୍କ କମାଲ, ଜିତିଲେ ସ୍ୱର୍ଣ୍ଣ ପଦକ

ଭୁବନେଶ୍ବର(କେନ୍ୟୁଜ୍): ବାଙ୍ଗାଲୋରରେ ଚାଲୁଥିବା ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ କିସ୍‌ ଛାତ୍ରୀ ସ୍ନେହା ସୋରେନ କମାଲ କରିଛନ୍ତି । ୪୯ କେଜି ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସ୍ନାଚ ଇଭେଣ୍ଟରେ ସ୍ନେହା ୬୯ କେଜି ଭାରୋତ୍ତୋଳନ…

ଯାଜପୁର: ଦିବା ରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ କିଟ୍ ଚାମ୍ପିଅନ୍

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ଜିଲ୍ଲା ବିରିପଟା ଠାରେ ମନ୍ମଥ ଚନ୍ଦ୍ର ଧଳ ସ୍ମାରକୀ ଆନ୍ତଃ କ୍ଲବ ଦିବା ରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସରକାରୀ ଦଳ ମୁଖ୍ୟସଚେତକ ତଥା ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ ,କିଟ୍ କିସର କ୍ରିଡ଼ା ନିର୍ଦେଶକ ତଥା ଓଡ଼ିଶା ଭଲିବଲ…