ପାଣ୍ଡବ ବଖରା ଗୁମ୍ଫା ଦେଖିବା ପାଇଁ ଯାଉଥିବାବେଳେ ଅଘଟଣ: ମହୁମାଛି ଆକ୍ରମଣରେ ୩ ଆହତ, ଜଣେ ମୃତ
ବାଙ୍କୀ(କେନ୍ୟୁଜ୍): ମହୁମାଛି ଆକ୍ରମଣରେ ୩ ଆହତ, ଜଣେ ମୃତ। କଟକ ଜିଲ୍ଲା ବାଙ୍କୀ ପାଥପୁର ଗ୍ରାମ ନିକଟରେ ଥିବା ପାଣ୍ଡବ ବଖରା ଗୁମ୍ଫା ଦେଖିବା ପାଇଁ ଯାଇଥିବା ସମୟରେ ଅଘଟଣ । ସୂଚନା ମୁତାବକ, ଭୁବନେଶ୍ବର ପଟିଆ ଅଞ୍ଚଳରୁ ଚାରି ଜଣ ସାଙ୍ଗ ଏକ କାର୍ ଯୋଗେପାହାଡ଼ ଉପରକୁ ଚଢ଼ିବା ସମୟରେ ହଠାତ…