Below header
Browsing Tag

kim jong

ସୁନ୍ଦରୀ ତରୁଣୀଙ୍କ ମେଳରେ ସମୟ କାଟନ୍ତି କିମ୍‌ ଜୋଙ୍ଗ୍‌, ଝିଅମାନଙ୍କୁ ନେଇ ଗଠନ ହୋଇଥିବା ପ୍ଲେଜର ସ୍କ୍ଵାର୍ଡ଼ରେ…

କେନ୍ୟୁଜ୍‌ ବ୍ୟୁରୋ: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ଙ୍କୁ କିଏ ବା ନଜାଣେ । ତାଙ୍କର ନିଷ୍ଠୁର ଏବଂ କ୍ରୂର ଶାସନ ପ୍ରକି୍ରୟା ବିଷୟରେ ସମସ୍ତଙ୍କୁ ଜଣା । କିନ୍ତୁ, ତାଙ୍କ ବିଷୟରେ ଏବେ ଗୋଟିଏ ରୋଚକ ତଥ୍ୟ ନଜରକୁ ଆସିଛି, ଯାହା ଶୁଣିଲେ ସମସ୍ତେ ଚକିତ ହୋଇଯିବେ । କିମ୍…

ବେଲୁନ୍‌ରେ ଭାଇରସ୍‌ ପୂରାଇ ପୃଥିବୀକୁ ଫିଙ୍ଗୁଛନ୍ତି ଏଲିୟନ୍‌! କରୋନା ବିସ୍ତାରକୁ ନେଇ ଅଦ୍ଭୁତ ଦାବି କଲା ଉତ୍ତର…

କରୋନା ଭାଇରସ୍‌ ଯୋଗୁ ଗତ ୩ ବର୍ଷ ହେବ ସମଗ୍ର ବିଶ୍ୱ ଚିନ୍ତାଜନକ ସ୍ଥିତିରେ ରହିଛି। ଏବେ ବି ବିଶ୍ୱର କୋଣ ଅନୁକୋଣରୁ ଲକ୍ଷାଧିକ ମାମଲା ସାମ୍ନାକୁ ଆସୁଛି। କିନ୍ତୁ ଏ ପର୍ଯ୍ୟନ୍ତ କେହି ଏହା କହିପାରୁ ନାହାନ୍ତି ଯେ କରୋନା ଭାଇରସ୍‌ର ଉତ୍ପତି କେଉଁଠି ଏବଂ କିପରି ହେଲା। ତେବେ ଇତି ମଧ୍ୟରେ…

କିମ୍‌-ଜୋଙ୍ଗଙ୍କ ନୂଆ ନିୟମ: ୨୦ରୁ ୩୦ ବର୍ଷର ଝିଅ ମାନେ ଟାଇଟ୍‌ ପ୍ୟାଣ୍ଟ୍‌ ପିନ୍ଧିଲେ ମିଳିବ ଏମିତି ଦଣ୍ଡ

ନୂଆଦିଲ୍ଲୀ : ଉତ୍ତର କୋରିଆ ହେଉଛି ବିଶ୍ୱର ସବୁଠାରୁ ଗୁପ୍ତ ଦେଶ। ଏଠାରେ ସବୁକିଛି ଏକଛତ୍ରବାଦୀ ଶାସକ କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କିନ୍ତୁ ବର୍ତ୍ତମାନ ଏକ ଅଜବ ପ୍ରତିବନ୍ଧକ ପାଇଁ ଉତ୍ତର କୋରିଆ ସମଗ୍ର ବିଶ୍ୱରେ ସମାଲୋଚିତ ହୋଇଛି । ଏହାର ଏକଛତ୍ରବାଦୀ ଶାସକ…

କେବେ ଚିୟରଲିଡର ଥିଲେ କିମ ଜୋଙ୍ଗଙ୍କ ପତ୍ନୀ ରି, ଏହା ଦେଖି ଫିଦା ହୋଇଥିଲେ କିମ, ଜାଣନ୍ତୁ ଏହି ରହସ୍ୟମୟୀ ମହିଳାଙ୍କ…

କିମ ଜୋଙ୍ଗ, ସେହି କ୍ରୁର ଏକଛତ୍ରବାଦୀ ଶାସକ, ଯାହାଙ୍କ କ୍ରୁରତାର କାହାଣୀ ପୂରା ଦୁନିଆ ଜାଣିଛି। ତାଙ୍କ ରହସ୍ୟମୟ ଦୁନିଆର କିଛି କଥା ଏମିତି ବି ରହିଛି, ଯାହାକି ସମୟ ସମୟରେ ମିଡ଼ିଆ ସାମ୍ନାକୁ ଆସିଥାଏ। ତେବେ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛନ୍ତି ତାଙ୍କ ପତ୍ନୀ ରି ସୋଲ ଜୁ, ଯାହାଙ୍କ…

ଟ୍ରମ୍ପଙ୍କ ସହ ବିଫଳ ହେଲା ବୈଠକ, ସେଥିପାଇଁ ନିଜ ୫ ଅଧିକାରୀଙ୍କୁ ହତ୍ୟା କରିଛି ଉତ୍ତରକୋରିଆ

ଟ୍ରମ୍ପଙ୍କ ସହ ବିଫଳ ହେଲା ଶିଖର ବୈଠକ । ସେଥିପାଇଁ ନିଜ ୫ ଅଧିକାରୀଙ୍କୁ ହତ୍ୟା କରିଛି ଉତ୍ତରକୋରିଆ । ଏନେଇ ଖବର ପ୍ରକାଶ କରିଛି ଦକ୍ଷିଣ କୋରିଆର ଏକ ଗଣମାଧ୍ୟମ । ପ୍ରକାଶିତ ଖବର ଅନୁଯାୟୀ, ସର୍ବୋଚ୍ଚ ନେତାଙ୍କ ସହ ବିଶ୍ୱାସଘାତକତା କରିଥିବା କାରଣରୁ ହାନୋଇ ବୈଠକର କ୍ଷେତ୍ର ପ୍ରସ୍ତୁତ…