Below header
Browsing Tag

kinner

କିନ୍ନର ଚିନ୍ମୟୀ ସାଜିଲେ ବବୁଲଙ୍କ କନିଆଁ, ପୋଷ୍ୟ ସନ୍ତାନ ଭାବେ ପାଳିବେ ଏକ ଅନାଥ ଆଶ୍ରମର ଶିଶୁକୁ

କେନ୍ୟୁଜ୍(ବ୍ୟୁରୋ):  ଷ୍ଟେଜ୍‌ ସୋରୁ ବାହାବେଦୀ । ପ୍ରଥମେ ପରସ୍ପରକୁ ଦେଖାଚାଁହା ତାପରେ ପ୍ରେମ ଆଉ ତାପରେ ବିବାହ। କିନ୍ନର ଚିନ୍ମୟୀ ସାଜିଲେ କନ୍ୟା, ବବ୍‌ଲୁ ସାଜିଲେ ବର, ଶେଷରେ ପଡିଲା ହାତଗଣ୍ଠି। ପ୍ରେମ ବୁଝେନା ପରିସୀମା, ପ୍ରେମ ବୁଝେନା ବର୍ଣ୍ଣ, ପ୍ରେମ ବୁଝେନା ବୟସ। ପ୍ରେମ…

କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ପ୍ରଥମ କିନ୍ନର ଭାବେ ଚାକିରିରେ ଯୋଗ ଦେଲେ ମାୟା କିନ୍ନର

କୁଚିଣ୍ଡା: ସରକାରୀ ଚାକିରିରେ କିନ୍ନର ମାନଙ୍କ ନିଯୁକ୍ତି ପାଇଁ ଦୀର୍ଘ ଦିନରୁ କିନ୍ନର ମହାସଂଘ ପକ୍ଷରୁ ସରକାରଙ୍କ ପାଖରେ ଦାବି ରହିଥିଲା । ଓଡ଼ିଶା ସରକାର କିନ୍ନର ମାନଙ୍କ ଏହି ଦାବି ପୂରଣ କରି ଅଦ୍ୟାବଧି ବିଭିନ୍ନ ଜିଲ୍ଲାରେ କିନ୍ନରମାନଙ୍କୁ ନିଯୁକ୍ତି ଦେଇଛନ୍ତି । ସମ୍ବଲପୁର ଜିଲ୍ଲା…

ମାଲକାନଗିରିରେ ଭିକ୍ଷାବୃତ୍ତି କରୁଥିବା କିନ୍ନରମାନଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅନ୍ଯ କିନ୍ନର,…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କିନ୍ନରଙ୍କୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରି ସରକାରୀ କାର୍ଯ୍ୟରେ ନିୟୋଜିତ କରିଛି। ଗତ କିଛି ମାସ ହେଲା କିନ୍ନର ମନେ ବିଭିନ୍ନ ସରକାରୀ କାର୍ଯ୍ୟରେ ଯୋଗ ଦେଇ ବେଶ ଖୁସିରେ ରହୁଥିବା ବେଳେ, କିଛି କିନ୍ନର ନିଜର ପୁରୁଣା ଅଭ୍ୟାସ ଭିକ୍ଷାବୃତ୍ତିକୁ ପୁଣି…

ବଦଳିଯାଇଛି ଠିକଣା ଓ ପରିଚୟ, ହେଲେ ନିଜ ଲକ୍ଷ୍ୟ ଠାରୁ ବିଚ୍ୟୁତ ହୋଇନାହାନ୍ତି କିନ୍ନର ଦିବ୍ୟ ଭାରତୀ

ବାଲେଶ୍ବର :ସାମାଜିକ କଟକଣା , ଟାହି ଟାପରା ଓ ଲୋକ ହସା ପାଇଁ ଦିନେ ଘରକୁ ପର କରି ଦେଇଥିଲେ । ଆଉ ଆଜି ଯେଉଁ ନୂଆ ଦୁନିଆରେ ସେ ବସା ବାନ୍ଧିଲେ ଦୁନିଆ ତାଙ୍କୁ କହିଲା ମାଇଚିଆ ଆଉ କିନ୍ନର । ଭଗବାନ ସେମାନଙ୍କୁ ଏଭଳି ଗଢିଛି, ଗୋଟିଏ ଶରୀର କିନ୍ତୁ ଆଖିରେ କଜଳ ଓ ମୁହଁରେ ରଙ୍ଗ ମାରି ଦେଲେ…

ଏଣିକି ଷ୍ଟେସନ କିମ୍ବା ଟ୍ରେନରେ ପ୍ରବେଶ କରି‌ବେ ନାହିଁ କିନ୍ନର

ଭୁବନେଶ୍ବର: ଏଣିକି ଷ୍ଟେସନ ହେଉ କିମ୍ବା ଟ୍ରେନ ପ୍ରବେଶ କରି‌ବେ ନାହିଁ କିନ୍ନର। ଯାତ୍ରୀ ହିସାବରେ ସେମାନେ ଯାଇ ପାରିବେ କିନ୍ତୁ ଭିକ୍ଷାବୃତ୍ତି କରି ପାରିବେ ନାହିଁ। ଆଜି ରେଲୱେ କତ୍ତୃପକ୍ଷ, ଆରପିଏଫ ଓ ରେଳବାଇ ପୁଲିସ ଏକ ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ…

ଜାଣନ୍ତୁ କିନ୍ନରମାନଙ୍କୁ କେବେ ଓ କାହିଁକି ମିଳିଥିଲା ଆଶୀର୍ବାଦ

ଆମ ସମାଜରେ କିନ୍ନରମାନଙ୍କୁ ନେଇ ଅନେକ ଜିଜ୍ଞାସା ରହିଛି। ଜନ୍ମଦିନ ଓ ବିବାହ ଆଦି ଶୁଭ କାର୍ଯ୍ୟରେ ମଧ୍ୟ ଘରକୁ କିନ୍ନରମାନେ ଆସିଥାନ୍ତି। କିନ୍ତୁ ସେହି ସମୟରେ ଆପଣମାନଙ୍କ ମନରେ ଅନେକ ସେମାନଙ୍କୁ ଦେଖି ଅନେକ ପ୍ରଶ୍ନ ସୃଷ୍ଟି ହୋଇଥାଏ। ଏମାନେ ପ୍ରକୃତରେ ରୁହନ୍ତି କୋଉଠି, ଏମାନଙ୍କର…