Below header
Browsing Tag

kiran kumar

କଟକରେ ବଲିଉଡ୍‌ ଷ୍ଟାର କିରଣ କୁମାର: କହିଲେ ଓଡ଼ିଆ ଫିଲ୍ମରେ ସୁଯୋଗ ମିଳିଲେ ଅଭିନୟ କରିବି

କଟକ (କେନ୍ୟୁଜ): କଟକରେ ବଲିଉଡ୍‌ ଷ୍ଟାର କିରଣ କୁମାର । ଏକ ବିଜ୍ଞାପନ ସୁଟିଂ ପାଇଁ କଟକ ଆସିଛନ୍ତି କିରଣ । ପ୍ରତିକ୍ରିୟାରେ କହିଛନ୍ତି ଓଡ଼ିଶା ଆସି ସେ ବହୁତ ଖୁସୀ । ଓଡ଼ିଆ ଫିଲ୍ମରେ ସୁଯୋଗ ମିଳିଲେ ସେ ନିଶ୍ଚୟ ଅଭିନୟ କରିବେ । ସ୍ୱର୍ଗତ ମିହିର ଦାସଙ୍କ ଘରେ ଶୁଟିଂ ହେଉଥିବାରୁ ସେ ନିଜକୁ…

ଓଡ଼ିଶାରେ ବଲିଉଡ୍‌ ଷ୍ଟାର୍‌ କିରଣ କୁମାର, କହିଲେ କରୋନା ପ୍ରଭାବ ପରେ ପୁଣି ଫେରିବ ବଲିଉଡ୍‌ ଜଲଓ୍ଵା

କଟକ (କେନ୍ୟୁଜ୍‌) : ଓଡ଼ିଶାରେ ବଲିଉଡ ଷ୍ଟାର କିରଣ କୁମାର। ଆଜି ଏକ ବିଜ୍ଞାପନ ଫିଲ୍ମର ସୁଟିଂ ପାଇଁ ସେ କଟକ ଆସିଛନ୍ତି। ସ୍ବର୍ଗତ ଅଭିନେତା ମିହିର ଦାସଙ୍କ ଘରେ ତାଙ୍କର ସୁଟିଂ ଥିଲା । ଏଥିପାଇଁ ସେ ନିଜକୁ ଧନ୍ୟମନେ କରୁଥିବା କହିଛନ୍ତି । । ଘରକୁ ଗଲା ବେଳେ ମୁଁ ନିଶ୍ଚୟ ଓଡିଶା ରସଗୋଲା…