Browsing Tag

kishor rath

ଓଡ଼ିଶାର ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ

ଭୁବନେଶ୍ବର(କେନ୍ଯୁଜ୍): ଆଉ ନାହାନ୍ତି କାର୍ଟୁନ ଲାଗି ଘରେ ଘରେ ପରିଚିତ ଥିବା କିଶୋର ରଥ। ଆଜି ସକାଳେ ଭୁବନେଶ୍ବରରେ ତାଙ୍କର ପରଲୋକ ହୋଇଛି। ତାଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେ ଦୁଇ ଦିନ ହେଲା ଅସୁସ୍ଥ ଥିଲେ। ସୋମବାର ଭୋର ସମୟରେ ହଠାତ୍ ନିଶ୍ୱାସ ନେବାରେ ସମସ୍ୟା…