Below header
Browsing Tag

kiss

ଜେଇଇ-୨୦୧୯ ମେନ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି କିସର ୫ଜଣ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): କିସର ୫ଜଣ ଛାତ୍ରଛାତ୍ରୀ ଜେଇଇ ୨୦୧୯ ମେନ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜେଇଇ ଆଡଭାନ୍‌ସ ପାଇଁ ଉନ୍ନୀତ ହୋଇଛନ୍ତି । ସେମାନେ ହେଲେ ସରସ୍ୱତୀ ହାଁସଦା, ନୀଲମ୍‌ କୁଜୁର, ମାଥୁରାମ ସୋରେନ୍‌, ସୁଶାନ୍ତ ମୁଦୁଲି ଏବଂ ସରିତା ଜୁଆଙ୍ଗ । ସେମାନଙ୍କ ମଧ୍ୟରେ ସୁଶାନ୍ତ ଓ…

ସ୍କ୍ରିପ୍ଟ ଭୁଲି ଷ୍ଟେଜରେ ହଠାତ୍ କିସ୍ କରିବାକୁ ଲାଗିଲେ ନାୟକ- ନାୟିକା, ଜାଣନ୍ତୁ କଣ ହେଲା ତା ପରେ

ଫିଲ୍ମରେ କିସ୍ ସିନ୍ ହେବା ଏକ ସାଧାରଣ କଥା । ହେଲେ ଥିଏଟରରେ ଏପରି ସିନ୍ ହେବ ଆଉ ହଙ୍ଗାମା ହେବନି ! ଏଭଳି ଏକ ମାମଲା ଆସିଛି ଭୋପାଳରୁ । ଯେଉଁ ଅଭିନେତା – ଅଭିନେତ୍ରୀ ନିଜ ଭାବନାରେ ଏମିତି ବହି ଯାଇଥିଲେ ଯେ ସମସ୍ତଙ୍କ ସାମ୍ନାରେ ଲିପ୍ ଲକ୍ କରିବାକୁ ପଛାଇନଥିଲେ । ଆଉ ପ୍ଲେ ଶେଷ ହେବା ପରେ…

କିସର ୩୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଗଲା କ୍ରୀଡ଼ାବୃତ୍ତି

ଭୁବନେଶ୍ବର (କେନ୍ୟୁଜ୍) : କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍ ସୋସିଆଲ୍ ସାଇନ୍ସ କିସର ୩୩ ଜଣ ଛାତ୍ରଛାତ୍ରୀଙ୍କୁ ସୋମବାର କ୍ରୀଡ଼ାବୃତ୍ତି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩ କ୍ରୀଡ଼ାବିତଙ୍କୁ ୧୫ ଲକ୍ଷ ଟଙ୍କାର କ୍ରୀଡ଼ା ବୃତ୍ତି ପ୍ରଦାନ କରାଯାଇଥିଲା । କ୍ରୀଡ଼ା କ୍ଷେତ୍ରରେ…

କନ୍ଧମାଳରେ ଖୋଲିବ କିସ୍‌ର ଶାଖା

କନ୍ଧମାଳ : କନ୍ଧମାଳରେ ଖୋଲିବ କିସ୍‌ର ଶାଖା । ଦାରିଙ୍ଗବାଡ଼ି ଅଞ୍ଚଳରୁ ଆସିଥିବା ଅଭିଭାବକଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ପାଖାପାଖି ୨୫୦ରୁ ଅଧିକ ଅଭିଭାବକ ଆଜି କିଟ୍‌ ଓ କିସ୍‌ ପରିଦର୍ଶନ କରିଥିଲେ । ସେମାନେ କିସର…

କିସରେ ଇଣ୍ଡୋ ଚାଇନା ଫ୍ରେଣ୍ଡସିପ ଆସୋସିଏସନର ସଦସ୍ୟ ଓ ଥାଇଲାଣ୍ଡର ବୌଦ୍ଧ ଧର୍ମାବଲମ୍ବୀ

କିସ୍‌ ପରିଦର୍ଶନ କରିଛନ୍ତି ଇଣ୍ଡୋ ଚାଇନା ଫ୍ରେଣ୍ଡସିପ ଆସୋସିଏସନର ସଦସ୍ୟ ଓ ଥାଇଲାଣ୍ଡର ବୌଦ୍ଧ ଧର୍ମାବଲମ୍ବୀ । ଏମାନେ କିସ୍‌ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କୁ କଲମ, ପାଠ୍ୟ ସାମଗ୍ରୀ, ଚକୋଲେଟ ଉପହାର ଦେଇଥିଲେ । କାର୍ଯ୍ୟକ୍ରମରେ କିଟ୍‌ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ…

କିସ୍‌ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରୁଛନ୍ତି ଦୁଇ ବୈଦ୍ୟୁତିକ ଗଣମାଧ୍ୟମ : କିସ୍‌ ଆଦିବାସୀ ଅଭିଭାବକ ସଂଘ

ଭୁବନେଶ୍ବର : ଆଜି ବିଶ୍ୱ ମାନବାଧିକାର ଦିବସ ଅବସରରେ କିସ୍‌ ଆଦିବାସୀ ଅଭିଭାବକ ସଂଘର କର୍ମକର୍ତ୍ତା କିସ୍‌ ପରିସରରେ ଏକାଠି ହୋଇଥିଲେ । ସଦସ୍ୟଗଣ ସେମାନଙ୍କ ମାନବାଧିକାର କ୍ଷୁର୍ଣ୍ଣ  ହେଉଥିବା କହିଛନ୍ତି । ଦୁଇଟି ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମ ଏବଂ ଜଣେ ତଥାକଥିତ ସାମାଜିକ କର୍ମୀ…

ନିୟମଗିରିରେ କିସ୍‌ ପକ୍ଷରୁ ଉଦୟ ଅଭିଯାନ,ବିକାଶର ବାଟ ଖୋଲି ଆଦିବାସୀଙ୍କୁ ନିରକ୍ଷରତା ଓ ଅନ୍ଧବିଶ୍ୱାସର ଅନ୍ଧାରରୁ…

ନିୟମଗିରି : ନିୟମଗିରିରେ ବସବାସ କରୁଛନ୍ତି ଆଦିମ ଜନଜାତି ଡଙ୍ଗରିଆ କନ୍ଧ। ଏ ଅଂଚଳରେ ଆଜି ବି ବିକାଶ ଠିକ୍‌ରେ ପହଞ୍ଚି ପାରିନି । ଆଦିବାସୀଙ୍କୁ ବିକାଶ ଧାରାରେ ସାମିଲ କରିବାକୁ ଅଭିଯାନ ଆରମ୍ଭ କରିଛି କିସ୍‌ । ଉଦୟ ଯୋଜନାରେ ନିରକ୍ଷର ଲୋକଙ୍କୁ ସଚେତନ କରାଯାଉଛି । ଆଦିବାସୀ ସମାଜରେ ଥିବା…

କିଟ୍‌ ଓ କିସ୍‌ ପକ୍ଷରୁ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର (କେନ୍ଯୁଜ୍) : ଶିକ୍ଷାର ବିକାଶ ଏବଂ ସମସ୍ତଙ୍କ ନିକଟରେ କିପରି ଶିକ୍ଷା ପହଞ୍ଚି ପାରିବ, ସେ ଦିଗରେ କିଟ୍‌ ଓ କିସ୍‌ ପକ୍ଷରୁ ସର୍ବଦା ଉଦ୍ୟମ ହୋଇ ଆସୁଛି । କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ କ୍ରମେ ଓଡ଼ିଶା ତଥା ଦେଶରେ ଶିକ୍ଷା ସଚେତନତା…

କିଟ୍‌, କିସ୍‌ ଓ ସୋଚ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ କନ୍ୟାକିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର (କେନ୍ଯୁଜ୍) : ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ ଅଞ୍ଚଳରେ କିଟ୍‌, କିସ୍‌ ଓ ସୋଚ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ କନ୍ୟାକିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସେହି ଅଞ୍ଚଳର ମହିଳା ଓ କୁନି କୁନି ଝିଅମାନେ ସାମିଲ ହୋଇଥିଲେ। ଝିଅ ଓ ମହିଳାଙ୍କ ବିରୋଧରେ ନିର୍ଯ୍ୟାତନାକୁ…

ଲିଙ୍ଗଗତ ବୈଷମ୍ୟ ଦୂର ପାଇଁ କିଟ୍‌  ଓ କିସର ପ୍ରାୟସ

ଭୁବନେଶ୍ବର(କେନ୍ଯୁଜ୍) : ସମାଜରୁ ଲିଙ୍ଗଗତ ବୈଷମ୍ୟ ଦୂର ପାଇଁ କିଟ୍‌  ଓ କିସ୍‌ କଳିଙ୍ଗ ଫେଲୋସିପ୍‌ ଓ କନ୍ୟା କିରଣ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିନବ ପ୍ରୟାସ ଚଳାଇ ରଖିଛି । କିଟ୍‌  ଓ କିସ୍‌  ହେଉଛି ଭାରତର ପ୍ରଥମ ଦୁଇଟି ଅନୁଷ୍ଠାନ ଯାହାକି ଛାତ୍ରୀଙ୍କୁ ମୁକ୍ତ , ସୁରକ୍ଷିତ କ୍ୟାମ୍ପସ…

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ କିଟ୍‌ ଓ କିସର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ କିଟ୍‌ ଓ କିସ୍‌ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କିସ୍‌ ପରିସରରେ ଆୟୋଜିତ ହୋଇଥିଲା ଶ୍ରଦ୍ଧାଞ୍ଜଳି ସଭା । ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ…

କିସକିଟର ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ଉପରାଷ୍ଟ୍ରପତି

ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାସହ ସୁସ୍ଥ ରହିବା ଲାଗି କ୍ରୀଡ଼ା ଜରୁରୀ। ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, କିସକିଟର ଛାତ୍ରଛାତ୍ରୀଙ୍କୁ ଏହି ଗୁରୁମନ୍ତ୍ର ଦେଇଛନ୍ତି। ରବିବାର ଦିନ ୨୫ ଜଣ କିସକିଟ୍ ଛାତ୍ରଛାତ୍ରୀ ଉପରାଷ୍ଟ୍ରପତିଙ୍କୁ ଭେଟିଥିଲେ।…