Browsing Tag

konark festival

ଶେଷ ହେଲା କୋଣାର୍କ ମହୋତ୍ସବ: ଶେଷ ସଂଧ୍ୟାରେ ମନ ମୋହିଲା ଓଡ଼ିଶୀ ସହ କୁଚିପୁଡି ନୃତ୍ୟ

ଗୋପ(କେନ୍ୟୁଜ୍):ଶେଷ ହେଲା କୋଣାର୍କ ମହୋତ୍ସବ । ଶେଷ ସଂଧ୍ୟାରେ ମନ ମୋହିଲା ଓଡ଼ିଶୀ ସହ କୁଚିପୁଡି ନୃତ୍ୟ । ଶେଷ ସଂଧ୍ୟାରେ ଭୁବନେଶ୍ୱରର ନୃତ୍ୟ ନୈବେଦ୍ୟ କଳାକାର ମାନେ ଓଡ଼ିଶୀ ନୃତ୍ୟରେ ମଞ୍ଚସ୍ଥ କରିଥିଲେ ‘ସୂର୍ଯ୍ୟ ବନ୍ଦନା’ । ଓଡ଼ିଶୀ ଉନ୍ଦରେ ନୃତ୍ୟଶିଳ୍ପୀ ମାନେ ଭକ୍ତିମୟ ପରିବେଶ…

ଆଜି କୋଣାର୍କ ମହୋତ୍ସବର ଦ୍ୱିତୀୟ ଦିନ, ମନମୋହୁଛି ଓଡ଼ିଶୀ ଓ ଭାରତନାଟ୍ୟମ, କାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କରିଥିଲେ…

ଗୋପ: ଜମୁଛି କୋଣାର୍କ ମହୋତ୍ସବ। ଆଜି କୋଣାର୍କ ମହୋତ୍ସବର ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ସନ୍ଧ୍ୟାରେ ମନ୍ତ୍ରୀ ସମୀର ଦାସ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ । କୋଭିଡ କଟକଣା ମଧ୍ୟରେ ଏକ ତୃତୀୟାଂଶ ଦର୍ଶକଙ୍କ…

ଆସନ୍ତାକାଲିଠାରୁ ଆରମ୍ଭ ହେବ କୋଣାର୍କ ଉତ୍ସବ-୨୦୨୦, ଦେଖିବାକୁ ମିଳିବନି ସଂଗୀତ ଓ ବାଦ୍ୟ-ଯନ୍ତ୍ରର ଆସର

ଭୁବନେଶ୍ୱର(କେନ୍ୟୁଜ୍)‌: ଆସନ୍ତାକାଲିଠାରୁ ଆରମ୍ଭ ହେବ କୋଣାର୍କ ଉତ୍ସବ-୨୦୨୦। ରାଜ୍ଯ ପର୍ଯ୍ଯଟନ ବିଭାଗ ପକ୍ଷରୁ ୫ ଦିନ ବ୍ଯାପି ମୁକ୍ତାକାଶ ରଙ୍ଗ ମଞ୍ଚରେ ଆୟୋଜିତ ହେବ ୩୨ ତମ କୋଣାର୍କ ନୃତ୍ୟ ଉତ୍ସବ। ତା ସହିତ ଆୟୋଜିତ ହେବ ଅନ୍ତର୍ଜାତୀୟ ବାଲୁକା କଳା । ବିଶ୍ୱ ପ୍ରସିଦ୍ଧ ଐତିହାସିକ…

କୋଣାର୍କ ଉତ୍ସବର ଆଜି ଶେଷ ଦିନ

କୋଣାର୍କ: କୋଣାର୍କ ଉତ୍ସବର ଆଜି ଶେଷ ଦିନ। ଗତକାଲି ଚତୁର୍ଥ ସଂଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ କୁଚୁପୁଡି ଶାସ୍ତ୍ରୀୟ ନୃତ୍ୟଗୁରୁ ଦମ୍ପତି ନୃତ୍ୟ ପରିବେଶଣ କରିଥିଲେ । ରାଜା ରାଧା ରେଡ୍ଡୀ ଓ ସାଥୀ କଳାକାରଙ୍କ ଦ୍ୱାରା ପରିବେଶଣ ହୋଇଥିବା ମା’ ଭାରତୀଙ୍କ ଅବସ୍ଥିତି, ସତ୍ୟ ଶାନ୍ତି…

ଚନ୍ଦ୍ରଭାଗା ବେଳାଭୂମିରେ ଦେଶର ପାରମ୍ପରିକ ଖେଳ କୁଦକୁ ଚମତ୍କାର ଭାବେ ନିଜ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶିତ କଲେ…

ଗୋପା(କେନ୍ୟୁଜ୍): ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ଦଶମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବର ଆଜି ଚତୁର୍ଥ ଦିନ । ଆମ ଦେଶର ପାରମ୍ପରିକ ଖେଳ କୁଦକୁ ଅତ୍ୟନ୍ତ ଚମତ୍କାର ଭାବେ ନିଜ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି ଶିଳ୍ପୀ । ବିଶେଷ କରି ବାଲୁକା କଳା ମାଧ୍ୟମରେ ୨୦୨୩ରେ…

ଚନ୍ଦ୍ରଭାଗାରେ ବନ୍ୟଜନ୍ତୁ ସୁରକ୍ଷା ଏବଂ ଜଙ୍ଗଲ କ୍ଷୟର ପ୍ରଭାବକୁ ନିଖୁଣ ଭାବେ ବାଲିରେ ଦର୍ଶାଇଲେ ବାଲୁକା ଶିଳ୍ପୀ

ପୁରୀ(କେନ୍ୟୁଜ୍): ଚନ୍ଦ୍ରଭାଗା ବେଳାଭୁମିରେ ଚାଲିଥିବା ଦଶମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବର ଆଜି ଦ୍ୱିତୀୟ ଦିନ । ବାଲୁକା ରାଶିରେ ସନ୍ତୁଳିତ ପରିବେଶ, ବନ୍ୟଜନ୍ତୁ ସୁରକ୍ଷା ଏବଂ ଜଙ୍ଗଲ କ୍ଷୟର ପ୍ରଭାବକୁ ଅତ୍ୟନ୍ତ ନିଖୁଣ ଭାବରେ ଦର୍ଶାଇଛନ୍ତି ବାଲୁକା ଶିଳ୍ପୀ । ଯାହାକୁ ଉପଭୋଗ…

ଆଜି ଉଦ୍‌ଯାପିତ ହେବ କୋଣାର୍କ ମହୋତ୍ସବ

କୋଣାର୍କ(କେନ୍ୟୁଜ୍) : କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ କୋଣାର୍କ ମହୋତ୍ସବ ଆଜି ଉଦ୍‌ଯାପିତ ହେବ। ଚତୁର୍ଥ ସନ୍ଧ୍ୟାରେ ପ୍ରଥମ ଭାଗରେ ଦର୍ଶକଙ୍କ ମନମୋହିଥିଲା ଶାସ୍ତ୍ରୀୟ ସତ୍ରିୟା। ଏହାପରେ ଭୁବନେଶ୍ୱର ଆର୍ଟ ଭିଜନର ଶିଳ୍ପୀମାନେ ମଞ୍ଚରେ ପରିବେଷଣ କରିଥିଲେ ସଚେତନତାଧର୍ମୀ ନୃତ୍ୟ…