Browsing Tag

koraput folk song

ନୂଆ ଢ଼ଙ୍ଗ ଏବଂ ନୂଆ ରୂପରେ କୋରାପୁଟିଆ ଦେଶିଆ ଗୀତ ଗାଇ ଏବେ ଚର୍ଚ୍ଚାରେ ଅକ୍ଷୟ, ଥରେ ନିଶ୍ଚୟ ଶୁଣନ୍ତୁ

କୋରାପୁଟିଆ ଦେଶିଆ ଗୀତ ଶୁଣିଲେ ଆପଣଙ୍କ ପାଦ ବି ଅଥୟ ହୋଇଯିବ । ଟିକେ ଝୁମିବାକୁ ମନ କରିବ । ଏଇ ଗୀତ ଏବେ ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଛି । ଗାୟକ ଜଣକ କେଔରସି ପେସାଦାର କଣ୍ଠଶିଳ୍ପୀ ନୁହନ୍ତି ହେଲେ ତାଙ୍କ ସ୍ୱରରରେ ରହିଛି ଭିନ୍ନ ଏକ ଯାଦୁ । ପେସାରେ ସେ ହେଉଛନ୍ତି ଜଣେ ସିକ୍ୟୁରିଟି…