Below header
Browsing Tag

korona virus

ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଛି କରୋନା ଭାଇରସ୍‌: ଚୀନ୍‌ରେ ୧୭୦ ଜଣଙ୍କ ମୃତ୍ୟୁ, ୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ

କେନ୍ଯୁଜ୍: ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌ ଚୀନ୍‌ରେ ୧୭୦ ଜଣଙ୍କ ଜୀବନ ନେଲାଣି । ୭ ହଜାରରୁ ଅଧିକ ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ୧୩ଟି ଦେଶକୁ ଭାଇରସ୍‌ ବ୍ୟାପିଥିବା ବେଳେ ଭାରତ ସମେତ ଅନେକ ରାଷ୍ଟ୍ରରେ ଭାଇରସ୍‌ ବ୍ୟାପିବା ଆଶଙ୍କା ରହିଛି । ସେପଟେ…

ଚୀନରେ କରୋନା ଯୋଗୁ ବର୍ତ୍ତମାନ ସୁଦ୍ଧା ୮୦ଜଣଙ୍କ ମୃତ୍ୟୁ, ଭାରତରେ ୧୨ ଜଣଙ୍କ ଦେହରେ ଏହି ଭାଇରସ୍ ଚିହ୍ନଟ!

କେନ୍ୟୁଜ୍: ଚୀନରେ ମାଡି ଚାଲିଛି କରୋନା ଭାଇରସ୍ । ଏହି ଭାଇରସ୍ ଯୋଗୁ ଚୀନ୍‌ରେ ବର୍ତ୍ତମାନ ସୁଦ୍ଧା ୮୦ ଜଣଙ୍କ ଜୀବନ ଯାଇଛି । ୨୭ ଶହରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୨୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । କରୋନାର ମୁକାବିଲା…

କରୋନା ଭାଇରସ୍‌କୁ ନେଇ ସମଗ୍ର ବିଶ୍ୱରେ କୋକୁଆ ଭୟ: ଚୀନରେ ୨୫ ଜଣଙ୍କ ମୃତ୍ୟୁ, ୮୩୦ ଆକ୍ରାନ୍ତ

କରୋନା ଭାଇରସ୍‌କୁ ନେଇ ସମଗ୍ର ବିଶ୍ୱରେ ବର୍ତ୍ତମାନ କୋକୁଆ ଭୟ। ସେପଟେ ଏହି ଭୁତାଣୁ ସଂକ୍ରମଣରେ ବର୍ତ୍ତମାନ ଚୀନରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୦ରେ ପହଞ୍ଚିଛି। ଦେଶରେ ବିମାନ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ସେପଟେ ଆଗକୁ ଛୁଟି ଦିନ ଥିବାରୁ…