Browsing Tag

kotia issue

କୋଟିଆ ମାଟିରେ ପଶିପାରିବନି ଆନ୍ଧ୍ର, କଡ଼ା ଚେତାବନୀ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ): କୋଟିଆ ଓଡିଶାର, ଆନ୍ଧ୍ରର ନୁହେଁ। କୋଟିଆ ମାଟିରେ ଆନ୍ଧ୍ରପ୍ରଦେଶର ବଳପୂର୍ବକ ପ୍ରବେଶକୁ କଡ଼ା ଜବାବ ଦିଆଯିବ। ଉତ୍କଳ ଦିବସରେ କୋରାପୁଟ ଜିଲ୍ଲାର କୋଟିଆ ଗସ୍ତ କରି ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ କଡ଼ା ଚେତାବନୀ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦିନିକିଆ…

ପୁଣି କୋଟିଆରେ ପଶିଲେ ଆନ୍ଧ୍ର ଅଧିକାରୀ, ବିଭିନ୍ନ ଗାଁ ଲୋକଙ୍କ ସହ କଲେ ଆଲୋଚନା

କୋରାପୁଟ (କେନ୍ୟୁଜ୍‌) : କିଛି ମାସ ଚୁପ ରହିଲା ପରେ ପୁଣି ବଦମାସୀ ଆରମ୍ଭ କରିଛି ଆନ୍ଧ୍ର । ଆନ୍ଧ୍ର ଅଧିକାରୀମାନେ ପୁଣିଥରେ କୋଟିଆରେ ପ୍ରବେଶ କରି ବୈଠକ କରିଛନ୍ତି। ନେରେଡି ଓ୍ଵାଲସା ଠାରେ ବୈଠକ କରି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ଆନ୍ଧ୍ରର ଉନ୍ନୟନ ମୁଳକ କାର୍ଯ୍ଯ କଣ କରାଯିବ…

କୋଟିଆ ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲା ଓଡ଼ିଶା

କେନ୍ୟୁଜ୍(ବ୍ୟୁରୋ): କୋଟିଆ ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ମାମଲା ରୁଜୁ। କୋଟିଆରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଓଡ଼ିଶା ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରିଛନ୍ତି। ସୁପ୍ରିମକୋର୍ଟରେ ନିିର୍ଦ୍ଦେଶର ଅବମାନନା ନେଇ ଓଡ଼ିଶା ସରକାର ମାମଲା ରୁଜୁ କରିଛନ୍ତି।…