Below header
Browsing Tag

KRAMA PARBA

କୁମାରୀ କନ୍ୟା ଓ ନବବଧୂଙ୍କ ପର୍ବ ‘କରମ’

ଘଟଗାଁ (କେନ୍ୟୁଜ୍) : ଭାଦ୍ରବ ମାସ ଶୁକ୍ଳ ପକ୍ଷରେ ଉତ୍ତର ଓଡ଼ିଶା ଓ ପଶ୍ଚିମ ଝାଡ଼ଖଣ୍ଡର ଲୋକେ ପାଳନ କରିଥାନ୍ତି କରମ ପର୍ବ। କୁମାରୀ କନ୍ୟା ଓ ନବବଧୂ ଏହି ପର୍ବ ପାଳନ କରିଥାନ୍ତି । ଏହି ପର୍ବର ପ୍ରଥମ ଦିନରେ କେନ୍ଦୁଝର ଜିଲ୍ଲା ପାଟଣା ନିକଟ ବୈତରଣୀ ନଦୀରୁ ବାଲି ଉତ୍ତୋଳନ କରାଯାଇଛି।…