Below header
Browsing Tag

kuakhai

ଛାତ୍ରଙ୍କୁ ଉଦ୍ଧାର ବେଳେ ମିଳିଲେ ମହିଳା

ଭୁବନେଶ୍ବର: କୁଆଖାଇ ନଦୀରେ ଭାଷି ଯାଇଥିବା ଛାତ୍ରଙ୍କୁ ଉଦ୍ଧାର ବେଳେ ନଦୀ ଗର୍ଭରୁ ମିଳିଲେ ଜଣେ ମହିଳା। ଭୁବନେଶ୍ୱର କୁଆଖାଇ ନଦୀର ଭିତରୁ ଜଣେ ମହିଳାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତାଙ୍କ ନା କାଞ୍ଚନ। ସେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ହୋମଗାର୍ଡ ଭାବରେ କାମ କରୁଥିଲେ। ତେବେ…

ନଦୀକୁ ଡେଇଁଲେ ମହିଳା : ଭୁବନେଶ୍ୱର ଉପକଣ୍ଠ କୂଆଖାଇରେ ଅଭାବନୀୟ ଘଟଣା 

ଭୁବନେଶ୍ୱର : ରାଜଧାନୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା କୁଆଖାଇ ବ୍ରିଜ୍ ଉପରେ ଗାଡ଼ି ରଖି ସେ ନଦୀକୁ ଡେଇଁ ପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ଉଦ୍ଧାର କାମ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ , ମହିଳାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ତୁରନ୍ତ…